ଜାଣନ୍ତି କି ! କେବଳ ଏହି ଦ୍ରବ୍ୟ ଖାଇଲେ ୭୦ ପ୍ରତିଶତ ରୋଗରୁ ମୁକ୍ତି ମିଳିଥାଏ

ଚୁନକୁ ଆମେ ସାଧାରଣତଃ ପାନରେ ଲଗାଇ ଖାଇଥାଉ। ଏକ ଗବେଷଣାରୁ ଜଣାଯାଇଛି ଯେ,କେବଳ ଚୁନ ହିଁ ବ୍ୟକ୍ତି ଶରୀରରେ ଦେଖାଯାଉଥିବା ୭୦ ପ୍ରତିଶତ ରୋଗକୁ ଠିକ୍‌ କରି ଦେଇଥାଏ।ଏଥିରେ ଥିବା ଆଣ୍ଟିବାୟୋଟିକ୍‌, ଆଣ୍ଟିଫୋଙ୍ଗାଲ୍‌ ଏବଂ ଆଣ୍ଟିଇନଫ୍ଲୋମୋଟୋରି ତତ୍ତ୍ୱ ବିଭିନ୍ନ ପ୍ରକାରର ରୋଗ ଦାଉରୁ ବ୍ୟକ୍ତିକୁ ରକ୍ଷା ମଧ୍ୟ କରେ! ତେବେ ଚୁନରେ ରହିଥିବା ପର୍ଯ୍ୟାପ୍ତ ପରିମାଣର କ୍ୟାଲ୍‌ସିଅମ୍‌ କାର୍ବୋନେଟ୍‌ ଏବଂ ମ୍ୟାଗ୍ନେସିଅମ୍‌ କାର୍ବୋନେଟ୍‌ ଭଳି ତତ୍ତ୍ୱ ଯୋଗୁଁ ଏହା ବ୍ୟକ୍ତିର ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏହାବ୍ୟତୀତ ପିଲାଙ୍କ ଉଚ୍ଚତାକୁ ବଢ଼ାଇବାରେ ମଧ୍ୟ ଚୁନ ବିଶେଷ ଫଳପ୍ରଦ ଅଟେ! ଏହାକୁ ଆପଣ ପାଣି,ଦହି ବା ଜୁସ୍‌ ମିଶ୍ରଣ କରି ବି ଖାଇପାରନ୍ତି।


ପ୍ରତିଦିନ ଜୁସ୍‌ରେ ଚୁନକୁ ମିଶ୍ରଣ କରି ପିଅନ୍ତୁ।ଏହାଦ୍ୱାରା ସ୍ପର୍ମ କାଉଣ୍ଟ୍‌ ଏବଂ ପ୍ରଜନନ କ୍ଷମତା ବଢ଼ିବାରେ ସାହଯ୍ୟ ମିଳିଥାଏ।ପ୍ରତ୍ୟେକ ଦିନ ଆପଣ ଆପଣଙ୍କ ପିଲାମାନଙ୍କୁ ଖାଦ୍ୟରେ ଦହିରେ ଚୁନ ମିଶାଇ ଖାଇବାକୁ ଦିଅନ୍ତୁ ବା ପାଣି ସହିତ ମଧ୍ୟ ଦିଅନ୍ତୁ। ଏହା ପିଲାଙ୍କ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ।ଏହା ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।ଯଦି ଆପଣ ହଳଦିଆ କାମଳ ରୋଗରେ ପୀଡ଼ିତ ଅଛନ୍ତି ,ତେବେ ପ୍ରତିଦିନ ଜୁସ୍‌ ବା ପାଣିରେ ଚୁନକୁ ମିଶାଇ ଖାଆନ୍ତୁ। ଏହାଦ୍ୱାରା ହଳଦିଆ କାମଳ ରୋଗରୁ ଉପଶମ ମିଳିଥାଏ। ଖାଲି ସେତିକି ନୁହେଁ ଯୁବତୀମାନଙ୍କର ଋତୁସ୍ରାବ ନିୟମିତ ହୋଇଥାଏ ଏବଂ ପେଟଜନିତ ସମସ୍ୟା ବି ଦୂରେଇ ଯାଇଥାଏ।

ସମ୍ବନ୍ଧିତ ଖବର