ଖାଲି ପେଟରେ କଳା ଲୁଣ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ୫ଟି ଫାଇଦା

ସୁସ୍ଥ ରହିବା ପାଇଁ ଲୋକମାନେ ଯୋଗ ବ୍ୟାୟାମ ବା ଜିମ୍‌ ଯାଇଥାନ୍ତି । କିନ୍ତୁ ସବୁ ପରେ ବି ଲୋକମାନେ କିଛି ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି । ହେଉଥିବା ଏହି ସମସ୍ୟାର ନିଜକୁ ଦୂରରେ ରଖିବା ପାଇଁ ଆପଣମାନେ ଖାଲି ପେଟରେ କଳା ଲୁଣ ପାଣି ପିଇ ପାରିବେ । ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଉଷୁମ ପାଣିରେ ୧/୩ଚାମଚ କଳା ଲୁଣ ମିଶାଇ ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ସେ ଫାଇଦା ବିଷୟରେ…
୧.ଯେଉଁ ଲୋକମାନଙ୍କର ପେଟ ସମ୍ବନ୍ଧିତ ସମସ୍ୟା ରହିଛି । ସେମାନେ କଳା ଲୁଣ ପାଣି ପିଇବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହୋଇଥାଏ । ସକାଳୁ ଉଠି କଳା ଲୁଣ ପାଣି ପିଇଲେ ଗ୍ୟାସ୍‌ ସମସ୍ୟ ମଧ୍ୟ ଦୂର ହୋଇଥାଏ ।

SlimmingStar

୨.ଲୁଣ ପାଣି ଶରୀରରେ କ୍ୟାଲ୍‌ସିୟମର ଅଭାବକୁ ଦୂର କରିଥାଏ । ଏହା ସହ ପ୍ରତିଦିନ ଏହାକୁ ପିଇଲେ ହାଡ଼ ଶକ୍ତ ହୋଇଥାଏ । ଯେଉଁ ଲୋକମାନଙ୍କର ହାତ,ଗୋଡ଼ ବା ଆଣ୍ଠୁ ଗଣ୍ଠି ବ୍ୟଥା ହେଉଛି । ସେମାନଙ୍କୁ କଳା ଲୁଣ ପାଣି ପିଇବା ନିହାତି ଦରକାର ।
୩.ଶରୀରରେ ଥିବା ବ୍ୟାକ୍ଟେରିଆ ରୋଗକୁ ବଢ଼ିବାରେ ସାହାଯ୍ୟ କରିଥାଏ । ଶରୀରରେ ବ୍ୟାକ୍ଟେରିଆକୁ ଶେଷ କରିବା ପାଇଁ ପ୍ରତିଦିନ କଳା ଲୁଣ ପାଣି ପିଇବା ଆରମ୍ଭ କରନ୍ତୁ ।

୪.ଯକୃତ ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ କଳା ଲୁଣ ପାଇବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ଲୁଣ ପାଣି ପିଇଲେ ଯକୃତର ଖରାପ ହୋଇ ଯାଇଥିବା ଶିରାଗୁଡ଼ିକ ପୁନଃ ଠିକ୍‌ ହେବାକୁ ଲାଗିଥାଏ ।
୫.ପ୍ରତିଦିନ କଳା ଲୁଣ ପାଣି ପିଇଲେ ତ୍ୱଚା ଜନିତ ସମସ୍ୟା ହେବାର ଆଶଙ୍କା କମ ହୋଇଥାଏ ।

MegaMoves
ସମ୍ବନ୍ଧିତ ଖବର