ଗରମଦିନେ ପିଆଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ନେସ୍ନାଲ୍ ଆୟୁର୍ବେଦ ସଂସ୍ଥା, ଜୟପୁରର ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁସାରେ ଯଦି ପ୍ରତିଦିନ ଖାଦ୍ୟ ସହ ଗୋଟିଏ କିମ୍ବା ଦୁଇଟି ପିଆଜ ଖାଆନ୍ତି ତା’ହେଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ଯେମିତି କି, ଆଣ୍ଟି-ଇନ୍ଫ୍ଲେମାଟୋରି, ଆଣ୍ଟି-ଆଲର୍ଜିକ୍ ଓ ଆଣ୍ଟି-ଅକ୍ସିଡାଣ୍ଟ୍ ପ୍ରୋପର୍ଟିଜ୍ ଭଳିଆ ଅନେକ ସମସ୍ୟା। ଏଥିରେ ଥିବା କେତେକ ଗୁଣ ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚାଇଥାଏ। କଞ୍ଚା ପିଆଜ ଖାଇବାର ୫ଟି ବଡ଼ ଫାଇଦା
Sambad is now on WhatsApp
Join and get latest news updates delivered to you via WhatsApp
ପିଆଜ ପ୍ରତିଦିନ ଖାଦ୍ୟ ସହ ଖାଇଲେ ଶୁଷ୍କତାରୁ ବଞ୍ଚାଇଥାଏ।
ପିଆଜ ପ୍ରତିଦିନ ଖାଇବା ଦ୍ୱାରା ବ୍ଲଡ୍ ସୁଗର୍ ଲେବଲ୍ କଣ୍ଟ୍ରୋଲ୍ କରିଥାଏ।
ପିଆଜର ସବୁଠୁ ବଡ଼ ଗୁଣ ହେଲା, ଏହା କ୍ୟାନ୍ସର୍ରୁ ବଞ୍ଚାଇଥାଏ।
ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଓରାଲ୍ ହେଲ୍ଥରେ ସୁଧାର ଆଣିଥାଏ।