ଲିଚୁରେ ଥିବା ଫାଇଦା ବିଷୟରେ ଜାଣିଛନ୍ତି କି !

ଏବେ ବଜାରରେ ଲିଚୁ କୋଳି ଭରପୁର ମାତ୍ରାରେ ଦେଖିବାକୁ ମିଳୁଛି। ହେଲେ କଣ ଆପଣ ଏହା ମଧ୍ୟରେ ରହିଥିବା ଫାଇଦା ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଲିଚୁ କୋଳିରେ ରହିଥିବା ସେହି ଫାଇଦା ବିଷୟରେ କହିବୁ ଯାହାକି କି କର୍କଟ ରୋଗ ଭଳି ମହାମାରୀ ରୋଗପାଇଁ ମହୌଷଧି ଭଳି କାର୍ଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା କିପରି ଲିଚୁ କର୍କଟ ରୋଗଠାରୁ ମଧ୍ୟ ମୁକ୍ତି ଦେଇଥାଏ।

ଲିଚୁ କୋଳିରେ ରହିଥିବା ଆଣ୍ଟି ଆକ୍ସିଡେଣ୍ଟ୍ସ ଏବଂ ଭିଟାମିନ୍ ଭରପୁର ମାତ୍ରାରେ ରହିଥିବା ହେତୁ ଏହା ଆମ ଶରୀରକୁ ସମସ୍ତ ପ୍ରକାରର ଷ୍ଟ୍ରୋକ୍ ହେବା ଠାରୁ ବି ବଞ୍ଚାଇଥାଏ। ଏହାସହିତ ଲିଚୁ ମଧ୍ୟରେ ରହିଥିବା ପଲିଫେନୋଲ୍ସ ଏବଂ ପ୍ରୋନ୍ଥୋସିନିଡିନ୍ସ କାରଣରୁ ଏହା ବ୍ୟକ୍ତିକୁ କର୍କଟ ରୋଗ ହେବାଠାରୁ ବି ରୋକିଥାଏ। କାରଣ କ୍ୟାନ୍ସର ଉତ୍ପନ୍ନକାରୀ ଆଣ୍ଟିବଡ଼ିଜ୍ ଉପରେ ଲିଚୁ ଖୁବ୍ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିଥାଏ।ଲିଚୁ ଖାଇଲେ କୋଷ୍ଠକାଠିନ୍ୟତା ଦୋଷ ବି ଦୂର ହୋଇଥାଏ।

ସମ୍ବନ୍ଧିତ ଖବର