ଅଧିକ ମଦ୍ୟପାନ କରିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_2.jpg)
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_3.jpg)
ମୋଟାପଣ: ଅଧିକ ମଦ୍ୟପାନ କରିଲେ ଶରୀରରେ ପାଣି ଓ ଫ୍ୟାଟ୍ ଜମା ହୋଇଥାଏ, ଏଥିପାଇଁ ମୋଟାପଣ ବଢ଼ିଯାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_4.jpg)
କୋଲେଷ୍ଟ୍ରଲ୍: ମଦ୍ୟପାନ କରିଲେ କୋଲେଷ୍ଟ୍ରଲ୍ ଲେବେଲ୍ ବଢ଼ି ଯାଇଥାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_5.jpg)
ଟକ୍ସିନ୍ସ୍: ମଦ୍ୟପାନ କରିଲେ ଶରୀରରେ ଟକ୍ସିନ୍ସ୍ ଜମା ହୋଇଥାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_6.jpg)
ଷ୍ଟ୍ରେସ୍ ଓ ଟେନ୍ସନ୍: ମଦ୍ୟପାନ କରିଲେ ନିଦର ଅଭାବତା ଦେଖାଦିଏ ଏବଂ ଷ୍ଟ୍ରେସ୍ ଓ ଟେନ୍ସନ୍ ବଢ଼ିଯାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_7.jpg)
କ୍ୟାନ୍ସର୍ ର ବିପଦ: ମଦ୍ୟପାନ କରିଲେ ଲିଭର୍, ମୁହଁ ଓ ପେଟ କ୍ୟାନ୍ସର୍ ହେବାର ବିପଦ ବଢ଼ିଯାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_8.jpg)
ଡିପ୍ରେସନ୍: ମଦ୍ୟପାନ କରିବା ଦ୍ୱାରା ମନ ଭଲ ରହେ ନାହିଁ ଓ ଡିପ୍ରେସନ୍ ବଢିଯାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_9.jpg)
ଲିଭର୍ ରୋଗର ବିପଦ: ମଦ୍ୟପାନ କିରିବା ଦ୍ୱାରା ଲିଭର୍କୁ ସବୁଠୁ ଅଧିକ ବିପଦ ଥାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_10.jpg)
ପୀଡ଼ା: ମଦ୍ୟପାନ କରିଲେ ମୁଣ୍ଡବିନ୍ଧା ହେବା ସହ ମସଲ୍ସ ଓ ଗଣ୍ଠିରେ ମଧ୍ୟ ପୀଡ଼ା ହୋଇଥାଏ।
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_11.jpg)
ହୃଦ୍ରୋଗ: ମଦ୍ୟପାନ କରିଲେ ରକ୍ତନଳୀ ଗୁଡ଼ିକରେ ଫ୍ୟାଟ୍ ଓ କୋଲେଷ୍ଟ୍ରଲ୍ ବଢ଼ିଥାଏ। ଏଥିରେ ହୃଦ୍ରୋଗର ବିପଦ ବଢ଼ିଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Drinking-Alchohol_Causes_Slide_1.jpg)