ଅଧିକ ମଦ୍ୟପାନ କରିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ।

Advertisment

publive-imagepublive-image

ମୋଟାପଣ: ଅଧିକ ମଦ୍ୟପାନ କରିଲେ ଶରୀରରେ ପାଣି ଓ ଫ୍ୟାଟ୍‌ ଜମା ହୋଇଥାଏ, ଏଥିପାଇଁ ମୋଟାପଣ ବଢ଼ିଯାଏ।

publive-image

କୋଲେଷ୍ଟ୍ରଲ୍‌: ମଦ୍ୟପାନ କରିଲେ କୋଲେଷ୍ଟ୍ରଲ୍‌ ଲେବେଲ୍‌ ବଢ଼ି ଯାଇଥାଏ।

publive-image

ଟକ୍ସିନ୍ସ୍‌: ମଦ୍ୟପାନ କରିଲେ ଶରୀରରେ ଟକ୍ସିନ୍ସ୍‌ ଜମା ହୋଇଥାଏ।

publive-image

ଷ୍ଟ୍ରେସ୍‌ ଓ ଟେନ୍‌ସନ୍‌: ମଦ୍ୟପାନ କରିଲେ ନିଦର ଅଭାବତା ଦେଖାଦିଏ ଏବଂ ଷ୍ଟ୍ରେସ୍‌ ଓ ଟେନ୍‌ସନ୍‌ ବଢ଼ିଯାଏ।

publive-image

କ୍ୟାନ୍‌ସର୍‌ ର ବିପଦ: ମଦ୍ୟପାନ କରିଲେ ଲିଭର୍‌, ମୁହଁ ଓ ପେଟ କ୍ୟାନ୍‌ସର୍‌ ହେବାର ବିପଦ ବଢ଼ିଯାଏ।

publive-image

ଡିପ୍ରେସନ୍‌: ମଦ୍ୟପାନ କରିବା ଦ୍ୱାରା ମନ ଭଲ ରହେ ନାହିଁ ଓ ଡିପ୍ରେସନ୍‌ ବଢିଯାଏ।

publive-image

ଲିଭର୍‌ ରୋଗର ବିପଦ: ମଦ୍ୟପାନ କିରିବା ଦ୍ୱାରା ଲିଭର୍‌କୁ ସବୁଠୁ ଅଧିକ ବିପଦ ଥାଏ।

publive-image

ପୀଡ଼ା: ମଦ୍ୟପାନ କରିଲେ ମୁଣ୍ଡବିନ୍ଧା ହେବା ସହ ମସଲ୍‌ସ ଓ ଗଣ୍ଠିରେ ମଧ୍ୟ ପୀଡ଼ା ହୋଇଥାଏ।

publive-image

ହୃଦ୍‌ରୋଗ: ମଦ୍ୟପାନ କରିଲେ ରକ୍ତନଳୀ ଗୁଡ଼ିକରେ ଫ୍ୟାଟ୍‌ ଓ କୋଲେଷ୍ଟ୍ରଲ୍‌ ବଢ଼ିଥାଏ। ଏଥିରେ ହୃଦ୍‌ରୋଗର ବିପଦ ବଢ଼ିଯାଏ।