publive-imageମେଷ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ।

Advertisment

publive-imageବୃଷ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନକୁ ଶାନ୍ତି ମିଳିବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ।

publive-imageମିଥୁନ: ବ୍ୟବସାୟ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜକୁ ଠିକ୍ ପ୍ରମାଣ କରିବା ଲାଗି ସୁଯୋଗ ପାଇବେ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ କରିବେ।

publive-image

କର୍କଟ: ଜୀବନସାଥୀଙ୍କୁ କୋମଳ ସ୍ବରରେ କଥା କହନ୍ତୁ। ଲୋକେ ଆପଣଙ୍କ ପ୍ରସ୍ତାବରେ ସହମତ ହେବେ। ରାଜନୀତିରେ ସଫଳତା ପାଇବେ।

publive-imageସିଂହ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଅଫିସରେ ଆପଣଙ୍କ କାମରେ ବାଧା ଆସିପାରେ। ଖାଦ୍ୟପାନୀୟ ନେଇ ସତର୍କ ରହନ୍ତୁ।

publive-imageକନ୍ୟା: ଉନ୍ନତିର ନୂଆ ସାଧନ ପାଇବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖିବେ। ରାଜନେତାଙ୍କ ସାମାଜିକ ପ୍ରଭାବ ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-imageତୁଳା: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଅଧୁରା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବାର ଯୋଜନା ସଫଳ ହେବ।

publive-imageବିଛା: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ବନ୍ଧ ମଜଭୁତ ହେବ।

publive-image
ଧନୁ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କାରବାରରେ ଉନ୍ନତି ହେବ। ପରିବାର ସହିତ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ।

publive-image

ମକର: ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଏକାଠି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଘରେ ଶୁଭ କାର୍ଯ୍ୟ‌ର ରୂପରେଖ ପ୍ରସ୍ତୁତ ହେବ।

publive-image

କୁମ୍ଭ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ କ୍ୟାରିଅର୍‌ ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-image

ମୀନ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ।‌