କଦଳୀ ଖାଆନ୍ତୁ ନାହିଁ, ପଡ଼ି ପାରନ୍ତି ବିପଦରେ!

କଦଳୀ ଶରୀର ପାଇଁ ସବୁଠୁ ଉତ୍ତମ ଫଳ। ଏଥିରେ ଥିବା ଆଣ୍ଟିଅକ୍‌ସିଡାଣ୍ଟ୍‌ ହଜମକ୍ରିୟାକୁ ସ୍ୱାଭାବିକ କରିଥାଏ।

କୁହାଯାଏ କଦଳୀ ଶରୀର ପାଇଁ ବେଶ୍‌ ଉପକାରୀ, କିନ୍ତୁ ଏମିତି ବି କୁହାଯାଏ ଯେ ଯଦି ରାତିରେ କଦଳୀ ଖାଇବେ ସର୍ଦ୍ଦି-କାଶ ହୋଇପାରେ, କାରଣ ଏଥିରେ ଶୀତଳକାରକ ତତ୍ତ୍ୱ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଡେରି ରାତିରେ ଏହା ଖାଇବା ଉଚିତ ନୁହେଁ। କାରଣ ଏହା ଗୁରୁପାକ ହୋଇଥିବାରୁ ହଜମ ହେବା ପାଇଁ ଦୀର୍ଘ ସମୟ ଲାଗିଥାଏ। ଏହାକୁ ଶୋଇବାର ୨-୩ ଘଣ୍ଟା ପୂର୍ବରୁ ଖାଆନ୍ତୁ। ଯେଉଁମାନଙ୍କୁ ସର୍ଦ୍ଦି-କାଶ କିମ୍ବା ଥଣ୍ଡାଜନିତ ସମସ୍ୟା ରହିଛି ସେମାନେ କଦଳୀ ଓ ଅନ୍ୟାନ୍ୟ ଖଟା ଫଳ ଖାଇବା କଥା ନୁହେଁ।

ସମ୍ବନ୍ଧିତ ଖବର