ଅଣ୍ଡା ଖାଇବା ଲାଭଜନକ ନା କ୍ଷତିକାରକ ?

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଜନକ …

ଏଥିରେ ପ୍ରୋଟିନ୍‌ ଥିବା ହେତୁ ମାଂସପେଶୀ ମଜଭୁତ ହୁଏ ।
– ଅଣ୍ଡାରେ ଆମିନୋ ଏସିଡ୍‌ ଥିବା ହେତୁ ଦୁର୍ବଳତା ଦୂର କରିବାରେ ଏହା ସହାୟକ ହୋଇଥାଏ ଓ ଶକ୍ତି ବୃଦ୍ଧି କରିଥାଏ ।
– ଅଣ୍ଡା ଖାଇଲେ କାଲୋରି ନିୟନ୍ତ୍ରଣରେ ରହେ ।
-ଏଥିରେ କାଲିସିଅମ୍‌ ଓ ଭିଟାମିନ୍‌ ଡି ଥିବା ହେତୁ ହାଡ଼ ମଜଭୁତ ହୋଇଥାଏ ।
-ଅଣ୍ଡାରେ ଓମେଗା ୩ ଫ୍ୟାଟି ଏସିଡ଼ସ ଥିବା ହେତୁ ଏହା ପ୍ରଜନନ ୪ମତା ବଢ଼ାଇଥାଏ ।
-ଏଥିରେ ଭିଟାମିନ୍‌ ବି-୧୨ ଥିବା ହେତୁ ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ଅଣ୍ଡା ।
– ଏଥିରେ ସେଲେନିୟମ୍‌ କପର୍‌ ଥିବା ହେତୁ ତ୍ୱଚାର ଉଜ୍ଜଳତା ବଢେ ଏବଂ କେଶ ଘନ ହୁଏ ।

photo-youtube

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ….
ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।ଆସନ୍ତୁ ଜାଣିବା ଏହା କିପରି କ୍ଷତି କରିଥାଏ
-ଏଥିରେ ପ୍ରରୁର ମାତ୍ରାରେ ପ୍ରୋଟିନ୍‌ ଥିବା ହେତୁ ଅଧିକ ମାତ୍ରାରେ ଅଣ୍ଡା ଖାଇଲେ କିଡିନି ଜନିତ ସମସ୍ୟା ଦେଖା ଦେଇଥାଏ ।
-ଅଣ୍ଡାରେ ସଲଫର୍‌ର ମାତ୍ରା ଅଧିକ ଥିବା ହେତୁ ଏହା ଆଲର୍ଜି ସୃଷ୍ଟି କରିଥାଏ ।
– ଅଳ୍ପ ସିଝା ଅଣ୍ଡା ଓ ଅଣ୍ଡା ଖୋଳପାରେ ବ୍ୟାକ୍ଟେରିଆ ଥାଏ । ଏଣୁ ଏହା ଫୁଡ୍‌ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର