ଆଜିକାଲି ଦୁନିଆର ବଦଳୁଥିବା ଜୀବନଶୈଳୀ କାରଣରୁ ଖୁବ୍ କମ୍ ବୟସରୁ ଦୃଷ୍ଟିଶକ୍ତି ଦୁର୍ବଳ ସମସ୍ୟା ଦେଖାଦେଉଛି ଓ ଛୋଟବେଳୁ ଚଷମା ଲଗାଇବାକୁ ପଡ଼ୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ କେବଳ ଦୈନିକ ଘରେ ବ୍ୟବହାର ହେଉଥିବା ଏହି ସବୁ ଖାଦ୍ୟକୁ ଖାଇବା ପାଇଁ ପଡ଼ିବ। ଯେଉଁଥିରେ କି କରୋଟେନାଇଡ୍ର ମାତ୍ରା ଖୁବ୍ ରହିଛି, ଯାହା ଆଖି ପାଇଁ ବହୁତ୍ ଲାଭଦାୟକ ମନାଯାଏ। ଫୁଡ୍ ଆଣ୍ଡ୍ ନ୍ୟୁଟ୍ରିସନ୍ ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଏହି ସବୁ ଖାଦ୍ୟ ଆଖିର ଦୃଷ୍ଟିଶକ୍ତି ବଢ଼େଇବାରେ ବହୁତ ଲାଭଦାୟକ ଅଟେ।
/sambad/media/post_attachments/wp-content/uploads/2018/01/Eyesight-Improvement_Slide_2.jpg)
/sambad/media/post_attachments/wp-content/uploads/2018/01/Eyesight-Improvement_Slide_3.jpg)
/sambad/media/post_attachments/wp-content/uploads/2018/01/Eyesight-Improvement_Slide_4.jpg)
/sambad/media/post_attachments/wp-content/uploads/2018/01/Eyesight-Improvement_Slide_5.jpg)
/sambad/media/post_attachments/wp-content/uploads/2018/01/Eyesight-Improvement_Slide_6.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Eyesight-Improvement_Slide_1.jpg)