- ଜଣେ ପିଲାକୁ ଉଚିତ ଶିକ୍ଷା ଦବା, ଠିକ୍ ମାର୍ଗ ଦର୍ଶାଇବା ଦେଶ ଶାସନଠାରୁ ବି ଶ୍ରେୟସ୍କର: ଓ୍ଵିଲିୟମ୍ ଏଲାରି ଚୈନିଙ୍ଗ୍, ପ୍ରଚାରକ ଓ ଧର୍ମ ବୈଜ୍ଞାନି
- ଅନେକ ଲୋକଙ୍କ ମୃତ୍ୟୁ ପରେ ତାଙ୍କୁ ଅଧିବେଶିରେ ୫ ରୁ ୬ ଜଣ ବ୍ୟକ୍ତି ମନେ ରଖନ୍ତି, ମାତ୍ର ଜଣେ ଶିକ୍ଷକଙ୍କୁ ହଜାର ହଜାର ଛାତ୍ର ବଡ଼ ହେବା ପରେ ବି ମନେ ପକାନ୍ତି: ଆଣ୍ଡି ରୋନି, ସାମ୍ବାଦିକ
- ଜଣେ ମହତ୍ ଶିକ୍ଷକଙ୍କୁ ମନେ ପକାଇ ପ୍ରଶଂସା ନୁହେଁ, ବରଂ କୃତଜ୍ଞତା ଜ୍ଞାପନ କରିବା ଉଚିତ। ତାଙ୍କର ରାଗ ପାଇଁ ତାଙ୍କୁ ଧନ୍ୟବାଦ୍ ସେବା ଉଚିତ। କାହିଁକି ନା, ଗରମ ଉଭୟ ଗଛ ଓ ଶିଶୁର ବିକାଶ ପାଇଁ ଲାଭପ୍ରଦ: ଦାନ୍ ରାଥୋର୍
/sambad/media/post_attachments/wp-content/uploads/2018/09/images-2-3.jpg)
- ଜଣେ ଭଲ ଶିକ୍ଷକ ଏକ ମହମବତୀ ପରି। ସେ ନିଜେ ଜଳି ଜଳି ଅନ୍ୟକୁ ଆଲୋକିତ କରାନ୍ତି: ସୁସ୍ତାଫା କେମଲ ଅତାରୁକ୍
- ଶିକ୍ଷାଦାନ କଳା ଜାଣିଥିବା ବ୍ୟକ୍ତି କିଛି ଖୋଜିପାଇବାର କଳାରେ ପରିପୂର୍ଣ୍ଣ: ମାର୍କ ଭ୍ୟାନ୍ ଡୋରେନ୍
- ଶିକ୍ଷାଦାନ ହାରିଯିବା ଲୋକର କାମ ନୁହେଁ; ଏହାକୁ ନେଇ ଅନୁତାପ କରିବା ହିଁ ହାର୍ ମାନିବା ସହ ସମାନ: ଜ୍ୟାକୁସ୍ ବ୍ରାଜୁନ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/n-BLACK-STUDENT-WHITE-TEACHER-628x314.jpg)