/sambad/media/post_attachments/wp-content/uploads/2018/12/Kantola_Slide_2.jpg)
ଅନେକ ପନିପରିବା ଏମିତି ଥାଏ ଯାହା ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ, କିନ୍ତୁ ଲୋକେ ଜାଣି ନ ଥାନ୍ତି। ଏମିତି ହିଁ ଏକ ପରିବା ହେଉଛି କାଙ୍କଡ଼। ଏହାକୁ ଦୈନିକ ଖାଇବା ଦ୍ୱାରା ଶରୀରକୁ ଶକ୍ତି ପହଞ୍ଚିଥାଏ। ଏଥିରେ ମାଂସ ଅପେକ୍ଷା ୫୦ ଗୁଣ ଅଧିକ ଶକ୍ତି ଓ ପ୍ରୋଟିନ୍ ମିଳିଥାଏ ବୋଲି ମଧ୍ୟ କୁହାଯାଏ।
/sambad/media/post_attachments/wp-content/uploads/2018/12/Kantola_Slide_3.jpg)
/sambad/media/post_attachments/wp-content/uploads/2018/12/Kantola_Slide_4.jpg)
ଏହାକୁ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ବ୍ଲଡ୍ ସୁଗାର୍ ଲେବଲ୍ କମ୍ ହୋଇଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_5.jpg)
କ୍ୟାନ୍ସର୍ ହେବାର ଆଶଙ୍କା କମିଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_6.jpg)
ଆଣ୍ଟି-ଏଜିଙ୍ଗ୍ ବା ତ୍ୱଚାର ଲାବଣ୍ୟ ଅତୁଟ ରଖିବା ସହ ଲୋଚାକୋଚା କରାଇ ଦେଇ ନ ଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_7.jpg)
ଆଖିର ଜ୍ୟୋତି ବଢ଼ାଇଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_8.jpg)
ଫାଇବର୍ ଓ ଆଣ୍ଟି-ଅକ୍ସିଡାଣ୍ଟ୍ ଥିବା ଯୋଗୁଁ ହଜମକ୍ରିୟା ପାଇଁ ବହୁତ ଫାଇଦା ମିଳିଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_9.jpg)
ଏହା ଶରୀରକୁ ସଫା ରଖିବାରେ ସାହାଯ୍ୟ କରିଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_10.jpg)
ଏଥିରେ ଥିବା ମୋମୋର୍ଡିସିନ୍ ତତ୍ତ୍ୱ ଓଜନ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
/sambad/media/post_attachments/wp-content/uploads/2018/12/Kantola_Slide_11.jpg)
କାଙ୍କଡ଼ରେ ଥିବା ଲ୍ୟୁଟେନ୍; କ୍ୟାନ୍ସର୍ ଭଳି ରୋଗକୁ ମଧ୍ୟ ଭଲ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Kantola_Slide_1.jpg)