ଏକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ, କେବଳ ଗହମ ଦାନା ଆକାରର ଚୂନ ବ୍ୟକ୍ତିର ଶରୀରରେ ଦେଖାଯାଉଥିବା ୭୦ ପ୍ରତିଶତ ରୋଗକୁ ଠିକ୍ କରିଦେଇଥାଏ। ଏଥିରେ ଥିବା ଆଣ୍ଟିବାୟୋଟିକ୍, ଆଣ୍ଟିଫୋଙ୍ଗାଲ୍ ଏବଂ ଆଣ୍ଟିଇନ୍ଫ୍ଲୋମୋଟୋରି ତତ୍ତ୍ୱ ବିଭିନ୍ନ ପ୍ରକାରର ରୋଗ ଦାଉରୁ ରକ୍ଷା ମଧ୍ୟ କରେ! ଚୂନରେ ରହିଥିବା ପର୍ଯ୍ୟାପ୍ତ ପରିମାଣର କ୍ୟାଲ୍ସିଅମ୍ କାର୍ବୋନେଟ୍ ଏବଂ ମ୍ୟାଗ୍ନେସିଅମ୍ କାର୍ବୋନେଟ୍ ଭଳି ତତ୍ତ୍ୱ ଯୋଗୁଁ ଏହା ବ୍ୟକ୍ତିର ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏହାବ୍ୟତୀତ ପିଲାଙ୍କ ଉଚ୍ଚତାକୁ ବଢ଼ାଇବାରେ ମଧ୍ୟ ଚୂନ ଫଳପ୍ରଦ ଅଟେ! ଏହାକୁ ଆପଣ ପାଣି,ଦହି ବା ଜୁସ୍ରେ ମିଶାଇ ଖାଇପାରନ୍ତି! ଆୟୁର୍ବେଦ ବିଶେଷଜ୍ଞ ଡ.ଅବରାର ମୁଲ୍ତାନୀ ଚୂନର ପ୍ରୟୋଗ ଯୋଗୁଁ ଏହି ୬ଟି ଫାଇଦା ମିଳିଥାଏ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2018/01/Limestone_Health-Benefits_Slide_2.jpg)
/sambad/media/post_attachments/wp-content/uploads/2018/01/Limestone_Health-Benefits_Slide_3.jpg)
/sambad/media/post_attachments/wp-content/uploads/2018/01/Limestone_Health-Benefits_Slide_4.jpg)
/sambad/media/post_attachments/wp-content/uploads/2018/01/Limestone_Health-Benefits_Slide_5.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Limestone_Health-Benefits_Slide_1.jpg)