ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ପାଇଁ ଆଉ ଔଷଧ ଦରକାର ନାହିଁ! ଏହି ୧୦ଟି ଖାଦ୍ୟରୁ ମିଳିବ ଆରାମ ଜୀବନଚର୍ଯ୍ୟା By Sambad Digital Last updated Nov 7, 2017 ସେୟାର ଥଣ୍ଡା-ସର୍ଦ୍ଦି ଓ କାଶ ପାଇଁ ସର୍ବଦା ଡାକ୍ତରୀ ଔଷଧ ଖାଇବା ଦ୍ୱାରା ସାଇଡ୍ ଇଫେକ୍ଟ୍ର ଆଶଙ୍କା ଥାଏ। ଏଥିପାଇଁ ଘରୋଇ ଉପଚାର ଆପଣେଇବା ଭଲ।