ରାତିରେ ଓ୍ଵିକ୍ଏଣ୍ଡ ପାର୍ଟି କଲାବେଳେ ତ ଭଲ ଲାଗିଥାଏ, କିନ୍ତୁ ସକାଳେ ଅଫିସ୍ ଯିବା ସମୟରେ ହ୍ୟାଙ୍ଗ୍ଓଭର୍ ଯୋଗୁଁ ମୁଣ୍ଡ ବିନ୍ଧିଥାଏ ଓ ବୁଲେଇଥାଏ। ଯଦି ଆପଣଙ୍କର ମଧ୍ୟ ଏମିତି ହୁଏ, ତା’ହେଲେ ଏହି ସବୁ ଘରୋଇ ଉପାୟ ଆପଣାନ୍ତୁ ଓ ଏଥିରୁ ମୁକ୍ତି ପାଆନ୍ତୁ...
/sambad/media/post_attachments/wp-content/uploads/2018/12/Hangover_Slide_2.jpg)
୭-୮ ଗ୍ଲାସ ପାଣି: ହ୍ୟାଙ୍ଗ୍ଓଭର୍ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଏକ ଥରକେ ଅଧିକ ପାଣି ନ ପିଇ ପ୍ରତି ଘଣ୍ଟାରେ ୧ଗ୍ଲାସ୍ ପାଣି ପିଅନ୍ତୁୂ।
/sambad/media/post_attachments/wp-content/uploads/2018/12/Hangover_Slide_3.jpg)
କଫି: ହ୍ୟାଙ୍ଗ୍ଓଭର୍ ଉତାରିବା ପାଇଁ ଦୁଇ କପ୍ କଫି ପିଇଲେ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ଶରୀରରେ ସ୍ଫୂର୍ତ୍ତି ଆଣିଥାଏ।
/sambad/media/post_attachments/wp-content/uploads/2018/12/Hangover_Slide_4.jpg)
ଚା’ ବ୍ୟାଗ୍: ହ୍ୟାଙ୍ଗ୍ଓଭର୍ ଯୋଗୁଁ ଆଖି ମଧ୍ୟ ଦରଜ ଲାଗିଥାଏ। ଦରଜ କମ୍ କରିବା ପାଇଁ ୧ ମିନିଟ୍ ପର୍ଯ୍ୟନ୍ତ ଚା’ ବ୍ୟାଗ୍କୁ ଆଖି ଉପରେ ରଖନ୍ତୁ।
/sambad/media/post_attachments/wp-content/uploads/2018/12/Hangover_Slide_5.jpg)
ସ୍ପୋର୍ଟ୍ସ ଡ୍ରିଙ୍କ୍: ଅତିରିକ୍ତ ଲୁଣ ଶରୀରର ତରଳ ପଦାର୍ଥକୁ ଶୁଖାଇଦିଏ। ଏଥିପାଇଁ ହ୍ୟାଙ୍ଗ୍ ଓଭର୍ ଉତାରିବା ପାଇଁ କିଛି ସ୍ପୋର୍ଟ୍ସ୍ ଡ୍ରିଙ୍କ୍ ପିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Hangover_Slide_1.jpg)