ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ କାର୍ଯ୍ୟବ୍ୟସ୍ତତା ପାଇଁ ସାଧାରଣତଃ ଭାବେ ଖାଇବା ପିଇବାର ସମୟ ଠିକ୍ ନଥାଏ । ଯାହାଫଳରେ କି ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । କାମର ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ହେବା ସ୍ୱାଭାବିକ କଥା । କିନ୍ତୁ ସମୟ ଥାଉ ଥାଉ ତାହାର ଉପଚାର କରିବା ମଧ୍ୟ ନିହାତି ଦରକାର । ଆଜି ଆମେ ଜଣାଇବୁ ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ଆପଣ କିପରି ଏହି ସମସ୍ୟାର ସମାଧାନ କରି ପାରିବେ । ଆସନ୍ତୁ ଜାଣିବା ସ୍ୱଳ୍ପ ସମୟରେ ବିନା ଓଷଧରେ ଆପଣ ଆପଣଙ୍କର ମୁଣ୍ଡ ବିନ୍ଧାକୁ କିପରି ଭଲ କରି ପାରିବେ।
/sambad/media/post_attachments/wp-content/uploads/2018/01/Headache_Treatment_Slide_2.jpg)
/sambad/media/post_attachments/wp-content/uploads/2018/01/Headache_Treatment_Slide_3.jpg)
/sambad/media/post_attachments/wp-content/uploads/2018/01/Headache_Treatment_Slide_4.jpg)
/sambad/media/post_attachments/wp-content/uploads/2018/01/Headache_Treatment_Slide_5.jpg)
/sambad/media/post_attachments/wp-content/uploads/2018/01/Headache_Treatment_Slide_6.jpg)
/sambad/media/post_attachments/wp-content/uploads/2018/01/Headache_Treatment_Slide_7.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Headache_Treatment_Slide_1.jpg)