ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର: କୌଣସି କାମରୁ ବଡ଼ ଫାଇଦା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମ ଆରମ୍ଭ କରିବେ। ଶନିବାର: ଆର୍ଥିକ ସ୍ଥିତି ଭଲ ରହିବ।

 

ବୃଷ: ରବିବାର: ସ୍ଥଗିତ ଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ବିରୋଧୀଙ୍କ ପ୍ରତି ସତର୍କ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟକୁ ନେଇ ଭଲ ସଉଦା ହେବ। ଶନିବାର: ଖୁସି ଖବର ପାଇବେ।

 

ମିଥୁନ:ରବିବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଫାଇଦା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଭିନ୍ନ ଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।


କର୍କଟ:ରବିବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିଆଙ୍କୁ ଖୁସି ମିଳିବ। ଶନିବାର: ରାଜନୀତିରେ ଲାଭ ପାଇବେ।

 


ସିଂହ: ରବିବାର: ଉପହାର ପାଇ ଖୁସି ହେବେ। ସୋମ ଓ ମଙ୍ଗଳବାର: କ୍ରୋଧ ଉପରେ କାବୁ ରଖନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପରିଧି ବଢ଼ିବ। ଶନିବାର: ଲକ୍ଷ୍ମୀଙ୍କର ଆଗମନ ହେବ।

 


କନ୍ୟା: ରବିବାର: ଅସହାୟଙ୍କୁ ସହାୟତା କରିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପୁରୁଣା ଚିନ୍ତା ସମାପ୍ତ ହେବ। ଶନିବାର: ସମାଜରେ ମାନସମ୍ମାନ ମିଳିବ।

 


ତୁଳା: ରବିବାର: କଳାତ୍ମକ ବିଷୟରେ ରୁଚି ରହିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା କରିପାରିବେ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜିକ ମେଳମିଳାପ ବଢ଼ିବ। ଶନିବାର: କୌଣସି ଫଇସଲା ନେବାରେ ସଂଶୟ ରହିବ।

 

ବିଛା: ରବିବାର: ଅବସରର ଲାଭ ନିଅନ୍ତୁ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ଲାଭ ମିଳିପାରେ। ବୁଧ, ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶନିବାର: ପ୍ରେମରେ ସଫଳତା ମିଳିବ।

 

ଧନୁ: ରବିବାର: ଭ୍ରମଣରେ ଅଧିକ ସମୟ ବ୍ୟୟ। ସୋମ ଓ ମଙ୍ଗଳବାର: କୌଣସି ଉଚ୍ଚପଦ ପ୍ରାପ୍ତ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିଆଙ୍କୁ ଭଲ ପ୍ରସ୍ତାବ ମିଳିପାରେ। ଶନିବାର: ନୂଆ ଊର୍ଜା ଅନୁଭବ କରିବେ।

 

ମକର: ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: କାମ ପ୍ରତି ଉତ୍ସାହ ବଢ଼ିବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।।

 


କୁମ୍ଭ: ରବିବାର: କାରବାରରେ ବିସ୍ତାର ହେବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ। ବୁଧ, ଗୁରୁ ଓ ଶୁକ୍ରବାର: ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ଶନିବାର: ଆପଣଙ୍କର ମାନସମ୍ମାନ ବଢ଼ିବ।

 

ମୀନ: ରବିବାର: ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ପ୍ରୟାସରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ ଜୀବନ ଆନନ୍ଦମୟ ହେବ। କାରବାରରେ ନୂଆ ଅବସର ମିଳିବ।

ସମ୍ବନ୍ଧିତ ଖବର