ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ନେଣେଦେଣରେ ସାବଧାନ ରହନ୍ତୁ। ସୋମ ଓ ମଙ୍ଗଳବାର: ନୂଆ କାମ ଶୁଭାରମ୍ଭ ହେବ। ବୁଧ ଓ ଗୁରୁବାର: ରାଜନୀତିରେ ପରିଧି ବଢ଼ିବ। ଶୁକ୍ର ଓ ଶନିବାର: ଆପଣଙ୍କର ଆକର୍ଷଣ ବଢ଼ିବ।

 

ବୃଷ:ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ଚାକିରିରେ ଦରମା ବଢ଼ିପାରେ। ବୁଧ ଓ ଗୁରୁବାର: ଧୈର୍ଯ୍ୟ ଓ ସଂଯମ ରଖି କାମ କରନ୍ତୁ। ଶୁକ୍ର ଓ ଶନିବାର: କୌଣସି ସ୍ୱପ୍ନ ପୂରା ହେବ।

 

ମିଥୁନ:ରବିବାର: ଖୁସ୍‌ ମିଜାଜ୍‌ର ରହିବେ। ସୋମ ଓ ମଙ୍ଗଳବାର: ଉନ୍ନତିର ରାସ୍ତା ଖୋଲିବ। ବୁଧ ଓ ଗୁରୁବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁକ୍ର ଓ ଶନିବାର: କାର୍ଯ୍ୟଭାର ବଢ଼ିବ।


କର୍କଟ:ରବିବାର: ଯାତ୍ରା ଲାଭଦାୟକ ହେବ। ସୋମ ଓ ମଙ୍ଗଳବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ବୁଧ ଓ ଗୁରୁବାର: ସଂପର୍କରେ ପ୍ରେମ ଓ ସୌହାର୍ଦ ବଜାୟ ରହିବ। ଶୁକ୍ର ଓ ଶନିବାର: କୌଣସି ନୂଆ ସୁଯୋଗ ମିଳିବ।

 


ସିଂହ:ରବିବାର: ପରାକ୍ରମ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବୁଧ ଓ ଗୁରୁବାର: ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଶୁକ୍ର ଓ ଶନିବାର: ଆର୍ଥିକ ଲାଭ ହେବ।

 


କନ୍ୟା:ରବିବାର: କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହେବ। ବୁଧ ଓ ଗୁରୁବାର: ବେପାର ଚାକିରିରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ତୁଳା:ରବିବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସଫଳତା। ବୁଧ ଓ ଗୁରୁବାର: ଚାକିରିରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: କୌଣସି ବନ୍ଧୁଙ୍କ ସହାୟତା ପାଇବେ।

 

ବିଛା: ରବିବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସୋମ ଓ ମଙ୍ଗଳବାର: ସତ୍ୟର ସାଥ୍‌ ଦେବେ। ବୁଧ ଓ ଗୁରୁବାର: ଚାକିରିରେ ଦାୟିତ୍ଵ ବଢ଼ିବ। ଶୁକ୍ର ଓ ଶନିବାର: ଘରର ମାହୋଲ ଭଲ ରହିବ।

 

ଧନୁ: ରବିବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ସୋମ ଓ ମଙ୍ଗଳବାର: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୁଧ ଓ ଗୁରୁବାର: ପରିଶ୍ରମର ସୁଫଳ ପାଇବେ। ଶୁକ୍ର ଓ ଶନିବାର: ଭାଗ୍ୟ ବୃଦ୍ଧି ହେବ।

 

ମକର: ରବିବାର: ଯୋଜନା କ୍ରିୟାନ୍ଵିତ ହେବ। ସୋମ ଓ ମଙ୍ଗଳବାର: ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ।

 

କୁମ୍ଭ: ରବିବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ୱାର ଖୋଲିପାରେ। ବୁଧ ଓ ଗୁରୁବାର: ବିବାଦରୁ ଆରାମ ପାଇବେ। ଶୁକ୍ର ଓ ଶନିବାର: ଚାକିରିରେ କିଛି ପରିବର୍ତ୍ତନ ହେବ।

 

ମୀନ: ରବିବାର: କ୍ୟାରିୟରର ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ମନର କଥା କାହାରିଙ୍କୁ କହିବେ। ବୁଧ ଓ ଗୁରୁବାର: ନୂଆ ଅନୁବନ୍ଧ ମିଳିପାରେ। ଶୁକ୍ର ଓ ଶନିବାର: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର