publive-imageମେଷ: ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଅଫିସରେ ସାବଧାନତାର ସହ କାମ କରନ୍ତୁ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ‌

Advertisment

publive-imageବୃଷ: ଧନଲାଭର ଯୋଗ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ‌

publive-imageମିଥୁନ: ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ଭଲ ଖବର ପାଇବେ। ଘରେ କୌଣସି ବଡ଼ ଆୟୋଜନର ଯୋଜନା କରିବେ।‌

publive-image

କର୍କଟ: ମନ ଧାର୍ମିକ ଗତିବିଧିରେ ଲାଗି ରହିବ। ଚାକିରି ସମ୍ବନ୍ଧୀୟ ସବୁ ଇଚ୍ଛା ପୂରା ହେବ। ଦରମା ବୃଦ୍ଧି ସହ ପଦୋନ୍ନତି ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

publive-imageସିଂହ: ବେପାରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ କଥାରେ ପ୍ରଭାବିତ କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

publive-imageକନ୍ୟା: ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ବୈବାହିକ ଜୀବନରେ କଟୁତା ଦୂର ହେବ। ପ୍ରେମୀଯୁଗଳ କୌଣସି ସ୍ଥାନକୁ ବୁଲି ଯିବେ। ସ୍ବାସ୍ଥ୍ୟ ନେଇ ସଜାଗ ରୁହନ୍ତୁ।

publive-imageତୁଳା: ଆପଣ କାମକୁ ଯଥେଷ୍ଟ ପ୍ରାଥମିକତା ଦେବେ। ଆପଣଙ୍କୁ ନୂଆ ଶକ୍ତି ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageବିଛା: ପ୍ରତିଟି କାମ ସୁଚାରୁ ରୂପେ ସମ୍ପାଦନ କରିବେ। ପରିବାର ସହିତ ତାଳମେଳ ବଜାୟ ରଖିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହର ଯୋଜନା କରିବେ।

publive-imageଧନୁ: ପାରିବାରିକ ଜୀବନ ବହୁତ ଭଲ ରହିବ। ବଡ଼ମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଜୀବନସାଥୀ ମାଧ୍ୟମରେ ବ୍ୟବସାୟରେ ଲାଭ ପାଇବେ।

publive-image
ମକର: ନିଜର କାର୍ଯ୍ୟ ଉପରେ ଭରସା ରଖିବେ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

publive-image

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଦରମା ବଢ଼ିପାରେ। କିଛି ଲୋକ ଜାଣିଶୁଣି ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

publive-image

ମୀନ: ବ୍ୟବସାୟୀଙ୍କ ଯୋଜନା ସଫଳ ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ। ସ୍ବାସ୍ଥ୍ୟ ନେଇ ସଜାଗ ରହନ୍ତୁ। ତରବରିଆ ନିଷ୍ପତ୍ତି କ୍ଷତି କରିପାରେ।