publive-imageମେଷ: କାମରେ ମାତାପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

Advertisment

publive-imageବୃଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବେପାର ଆଗକୁ ବଢ଼ାଇବା ଲାଗି ବାପାଙ୍କର ସହଯୋଗ ପାଇବେ। ଲେଖକ କୌଣସି ସମା‌ରୋହରେ ସମ୍ମାନିତ ହେବ।

publive-imageମିଥୁନ: ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ। ବ୍ୟବସାୟୀ କାମରେ ବଡ଼ ସହରକୁ ଯିବେ।

publive-image

କର୍କଟ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ। ‌

publive-imageସିଂହ: ଏକାଗ୍ରତାର ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାତୀତ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।

publive-imageକନ୍ୟା: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ।

publive-imageତୁଳା: ସାମାଜିକ ପରିସର ବୃଦ୍ଧି ହେବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ପ୍ରିୟ ବନ୍ଧୁ ସହିତ ମିଳନ ଯୋଗ ରହିଛି। ବାହନ କିଣିବା ଲାଗି ଦିନଟି ଶୁଭ।

publive-imageବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ବେପାରରେ ଲାଭ ପାଇବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

publive-image
ଧନୁ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

publive-image

ମକର: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଛାତ୍ରଛାତ୍ରୀ ନୂଆ ଶିକ୍ଷା ପାଇବେ।

publive-image

କୁମ୍ଭ: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-image

ମୀନ: ଲୋକଙ୍କର ପୂରା ସମର୍ଥନ ପାଇବେ। ଇଂଜିନିଅରଙ୍କୁ ଭଲ ଅବସର ମିଳିବ। ମହତ୍ତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ସହ ସନ୍ଧ୍ୟା ସମୟ କାଟିବେ।