ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବୃଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଘରୋଇ କ୍ଷେତ୍ରରେ ନିଯୁକ୍ତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ବିଶେଷ ପ୍ରସଙ୍ଗ ନେଇ ଅଧିକାରୀଙ୍କ ସହ କଥା ହେବେ।

ମିଥୁନ: ଘରେ ସୁଖଦ ପରିବେଶ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। କାରବାରରେ ଲାଭର ଅବସର ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ। ବନ୍ଧୁ ସହ ଜରୁରୀ ବିଷୟରେ କଥା ହେବେ। ନୂଆ କାମ କରିବା ପାଇଁ ଯୋଜନା କରିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସିଂହ: ଆପଣଙ୍କ ମନ ଅଧିକ ଆଧ୍ୟାତ୍ମିକ ରହିବ। ପରିବାର ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ କାମକୁ ନେଇ ଆପଣଙ୍କର ପ୍ରଶଂସା ହେବ।

କନ୍ୟା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ଜିତ୍ ମିଳିବ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।

ତୁଳା: କାମ କରିବା ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ, ଭଲ ହେବ। ଜମିରେ ନିବେଶ କଲେ ଯଥେଷ୍ଟ ଲାଭ ପାଇବେ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।

ବିଛା: ସହକର୍ମୀଙ୍କ ସହ ତାଳମେଳ ବଜାୟ ରଖି କାମ କରିବା ଦରକାର। ଧନଲାଭର ନୂଆ ଉତ୍ସ ନଜର ଆସିବ। ପୁରୁଣା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ଧନୁ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଉତ୍ତମ ସାମଞ୍ଜସ୍ୟ ରହିବ।

ମକର: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ। ସକାରାତ୍ମକ ଦୃଷ୍ଟିକୋଣ ରଖିଲେ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବେପାରରେ ଲାଭ ହେବ।

କୁମ୍ଭ: ପାରିବାରିକ ପରିବେଶ ଶାନ୍ତିଦାୟକ ରହିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧିତ ଖବର