publive-imageମେଷ: ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

Advertisment

publive-imageବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।

publive-imageମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।

publive-imageକକର୍ଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

publive-imageସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।

publive-imageକନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍‌ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।

publive-imageତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-imageବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

publive-imageଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।

publive-imageମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।

publive-image

କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

publive-imageମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ।