ଏ ସପ୍ତାହ କିପରି କଟିବ


ମେଷ: ରବି, ସୋମ ଓ ମଙ୍ଗଳବାର: ଠିକ୍‌ ଦିଶାରେ କାମ କରି ଲାଭ ପାଇବେ। ବୁଧ ଓ ଗୁରୁବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଅଧିକତର କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ରବି, ସୋମ ଓ ମଙ୍ଗଳବାର: କୌଣସି କାମରୁ ବଡ଼ ଫାଇଦା ହେବ। ବୁଧ ଓ ଗୁରୁବାର: ଆପଣଙ୍କର ପ୍ରୟାସ ବଢ଼ିଆ ପ୍ରମାଣିତ ହେବ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ।


ମିଥୁନ: ରବି, ସୋମ ଓ ମଙ୍ଗଳବାର: ପ୍ରୟାସ ଜାରି ରଖନ୍ତୁ ସଫଳତା ନିଶ୍ଚୟ ମିଳିବ। ବୁଧ ଓ ଗୁରୁବାର: ବ୍ୟର୍ଥ କଥାରୁ ନିଜକୁ ଦୂରେଇ ରଖନ୍ତୁ। ଶୁକ୍ର ଓ ଶନିବାର: କୌଣସି କଥାକୁ ନେଇ କ୍ରୋଧ ବଢ଼ିବ।

କର୍କଟ: ରବି, ସୋମ ଓ ମଙ୍ଗଳବାର: ପରିବାରଜନଙ୍କ ସହିତ ବିଚାରରେ ମତଭେଦ ବଢ଼ିପାରେ। ବୁଧ ଓ ଗୁରୁବାର: ଛାତ୍ରଙ୍କ ସମ୍ମୁଖରେ ଦ୍ଵିଧାର ସ୍ଥିତି ରହିବ। ଶୁକ୍ର ଓ ଶନିବାର: କୋର୍ଟ କଚେରି ମାମଲାର ଦୂରରେ ରହନ୍ତୁ।


ସିଂହ: ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ ଇଚ୍ଛାନୁସାରେ କାମ କରିବେ। ବୁଧ ଓ ଗୁରୁବାର: ପରିଶ୍ରମର ପୂରା ଫାଇଦା ମିଳିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଭଲ ଗତି ହେବ ଏବଂ ଆଶାଠୁଁ ଅଧିକ ଧନଲାଭ ହେବ।

କନ୍ୟା: ରବି, ସୋମ ଓ ମଙ୍ଗଳବାର: ନିଜ କଥାରେ ଲୋକଙ୍କ ମନକୁ ମନାଇ ନେବେ। ବୁଧ ଓ ଗୁରୁବାର: ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହୋଇପାରେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ।

ତୁଳା: ରବି, ସୋମ ମଙ୍ଗଳବାର: ସବୁ ସମସ୍ୟାର ସମାଧାନ ହେବ। ବୁଧ ଓ ଗୁରୁବାର: ଜମି ଦଲାଲଙ୍କୁ ପୁରୁଣା ସଂପତ୍ତିରୁ ଲାଭ ହେବ। ଶୁକ୍ର ଓ ଶନିବାର: ଅଫିସରେ ସାବଧାନ ରହିବା ଆବଶ୍ୟକ।

 


ବିଛା: ରବି, ସୋମ ଓ ମଙ୍ଗଳବାର: ଛାତ୍ରଙ୍କୁ ମିତ୍ରଙ୍କ ସହାୟତା ମିଳିବ। ବୁଧ ଓ ଗୁରୁବାର: ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିବ। ଶୁକ୍ର ଓ ଶନିବାର: ଯୌଥ ବ୍ୟବସାୟରେ ଲାଭ ହେବ।

 

ଧନୁ: ରବି, ସୋମ ଓ ମଙ୍ଗଳବାର: ନୂଆ ଭିତ୍ତି ରଖିବା ଲାଗି ସମୟ ଅନୁକୂଳ। ବୁଧ ଓ ଗୁରୁବାର: ବେପାରରେ ଉନ୍ନତି ଏବଂ ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁକ୍ର ଓ ଶନିବାର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ।

 


ମକର: ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ ଭାବନା ଓ ବ୍ୟବହାର ସକାରାତ୍ମକ ରଖନ୍ତୁ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଖୋଦ୍‌କୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ।

 

କୁମ୍ଭ: ରବି, ସୋମ ମଙ୍ଗଳବାର: ଭବିଷ୍ୟତ ଉଜ୍ଜ୍ଵଳ ଲାଗି ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର: ନୂଆ ଚାକିରର ସୁଯୋଗ। ଶୁକ୍ର ଓ ଶନିବାର: ପରିଶ୍ରମର ସକାରାତ୍ମକ ପରିଣାମ ମିଳିବ।

 


ମୀନ: ରବି, ସୋମ ଓ ମଙ୍ଗଳବାର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶୁକ୍ର ଓ ଶନିବାର: ମନୋଭାବ ଭଲ ରହିବ ଏବଂ ଯାତ୍ରା ଫଳପ୍ରଦ ହେବ।

ସମ୍ବନ୍ଧିତ ଖବର