ଓଜନ ବଢିବା କାରଣରୁ ବହୁ ଲୋକକଙ୍କ ଚେହେରାରେ ବହୁ ଫ୍ୟାଟ୍‌ ଜମା ହୋଇଯାଇଥାଏ। ଏହି କାରଣରୁ ମୁହଁ ବଡ଼ ଦେଖାଯାଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଏମିତି ମୁହଁର ବ୍ୟାୟାମ ରହିଛି ଯାହାକୁ ଆପଣ ପ୍ରତିଦିନ କରିକି ଚେହେରାର ଫ୍ୟାଟ୍‌ କମ୍‌ କରି ପାରିବେ। ଫିଟ୍‌ନେସ୍‌ ଏକ୍ସ୍‍ପର୍ଟ୍‌ ବତାଉଛନ୍ତି ୮ ଟି ମୁହଁ ବ୍ୟାୟାମ ବିଷୟରେ। ଏହା ବହୁତ ସାଧାରଣ ଅଟେ, ଯାହାକୁ ଆପଣ କେବେବି କୌଣସି ସ୍ଥାନରେ କରି ପାରିବେ।

Advertisment