ଏହି ୫ଟି ଶାରୀରିକ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୂଜ

ତରଭୂଜରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥିବାରୁ ତାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ଭାବେ ରହିଥାଏ । କିନ୍ତୁ ଏଥିରେ ଫାଇବର ଏବଂ ପାଣିର ମାତ୍ରା ଅଧିକ ଥିବାରୁ କିଛି ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ତରଭୂଜରେ ୧୦୦ରୁ ୭୦ପ୍ରତିଶତ ନାଚୁରାଲ ସୁଗାର ରହିଥାଏ, ଯାହା ଶରୀରରେ ଥିବା ରକ୍ତ ସହ ଖୁବ୍‌ ସହଜରେ ମିଶି ଯାଇଥାଏ । ଏଥି ପାଇଁ ମଧୁମେହ ରୋଗୀ ଏହାର ସେବନ କରିବା ଉଚିତ ନୁହେଁ ।

୨. କିଡ୍‌ନୀ ସମସ୍ୟା ଥିବା ଲୋକେ ତରଭୂଜ ଖାଇବା ଉଚିତ ନୁହେଁ । ଏହି ରୋଗୀମାନଙ୍କର ପରିଶ୍ରା ଠିକ୍‌ ଭାବରେ ହୋଇ ନଥାଏ । ଯଦି ଏଭଳି ପରିସ୍ଥିତିରେ ସେମାନେ ପାଣିର ଅଧିକ ମାତ୍ରା ଥିବା ତରଭୂଜ ସେବନ କରୁଛନ୍ତି, ତେବେ ସେମାନଙ୍କର କିଡ୍‌ନୀ ଖରାପ ହେବାର ଆଶଙ୍କା ବଢ଼ି ଯାଇଥାଏ ।

Watermelon | SNAP-Ed

୩. ତରଭୂଜ ଶରୀରକୁ ଥଣ୍ଡା କରୁଥିବାରୁ ଆସ୍ଥମା ରୋଗୀଙ୍କୁ ଏହାଠାରୁ ଦୂରରେ ରହିବା ଅତ୍ୟନ୍ତ ଜରୁରୀ । ତରଭୂଜରେ ଆମିନୋ ଏସିଡ୍‌ ରହିଥାଏ. ଯାହା ଆସ୍ଥମା ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।

ସମ୍ବନ୍ଧିତ ଖବର