ଆଜିକାଲି ଭୁଲ୍ ଖାଦ୍ୟପେୟ କାରଣରୁ ଲୋକେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରୁଛନ୍ତି। ଏତଦ୍ବ୍ୟତୀତ ଅଧିକ କାମ କରିବାକୁ ନେଇ ମଧ୍ୟ ବ୍ୟକ୍ତି ଦୁର୍ବଳତା ଅନୁଭବ କରିଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥା’ନ୍ତି ତ, ତେବେ ଆପଣଙ୍କ ପାଇଁ ଖବର ଅଟେ। ତେବେ ଆପଣ ଜାଣନ୍ତି କି ଅମୃତଭଣ୍ଡା ଜୁସ୍ର ସେବନ ମାସକୁ କେବଳ ୨ ଥର କରିବା ଦ୍ୱାରା ହିଁ ଆପଣ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଦୁର୍ବଳତା ଅନୁଭବ କରିବେ ନାହିଁ।ଏହା ଛଡ଼ା ଆଉ କେତେକ ଲାଭ ବି ପାଇବେ ଆପଣ ।
photo--youtubeସାଧାରଣତଃ ଅମୃତଭଣ୍ଡାରେ ଭିଟାମିନ୍,ମିନେରାଲ୍ସ ଏବଂ ଅନ୍ୟାନ୍ୟ ଗୁଣ ରହିଥିବା କାରଣରୁ ଏହା ଶରୀରକୁ ଦୁର୍ବଳ ହେବାଠାରୁ ବଞ୍ଚାଇବା ସହିତ ସୁସ୍ଥ ମଧ୍ୟ ରଖିଥାଏ।
photo-youtubeକ୍ୟାନ୍ସରର ଆଶଙ୍କାକୁ ବି କମ୍ କରିଥାଏ:- ଏଥିସହିତ ଅମୃତଭଣ୍ଡା ଜୁସ୍ର ସେବନ ବ୍ୟକ୍ତିକୁ କ୍ୟାନ୍ସର ଜନିତ ସମସ୍ୟା ଠାରୁ ରକ୍ଷା କରିଥାଏ। ଏହି ଜୁସର ଉପକାରିତା ସଂପର୍କରେ ଜାଣିବାପରେ ଆପଣ ବି ଏହାକୁ ସେବନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/weakness-desiring-god.jpg)