ଭିଟାମିନ୍‌-ଡି ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍‌-ଡିର ମୁଖ୍ୟ ସ୍ରୋତ ସୂର୍ଯ୍ୟ କିରଣ ହୋଇଥିବା ବେଳେ ବିଭିନ୍ନ ପ୍ରକାରର ଖାଇବାରୁ ମଧ୍ୟ ଏହା ଶରୀରକୁ ମିଳିଥାଏ । କିନ୍ତୁ ଯଦି ଶରୀରରେ ଭିଟାମିନ୍‌-ଡିର ପରିମାଣ ଦରକାର ଠାରୁ ଅଧିକ ହୋଇଯାଏ, ତେବେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯିବା ଆରମ୍ଭ ହୋଇଯାଏ ।

Advertisment

୧. ଭିଟାମିନ୍‌-ଡି ଅଧିକ ହେଲେ କିଡ୍‌ନୀ ଜନିତ ସମସ୍ୟା ଦେଖା ଯାଇଥାଏ । ଏମିତି କି ଷ୍ଟୋନ ହେବାର ମଧ୍ୟ ଆଶଙ୍କା ରହିଥାଏ ।

ଭିଟାମିନ୍‌-ଡି ଅଧିକ ହେଲେ

୨. ହୃଦୟ ପାଇଁ କ୍ଷତିକାରକ ହୋଇଥାଏ ।

୩. ଗର୍ଭପାତର ଆଶଙ୍କା ବଢ଼ି ଯାଇଥାଏ ।

୪. ଥକାପଣ ଅନୁଭବ ହେବା ।

୫. ମୁଣ୍ଡବିନ୍ଧା ଆରମ୍ଭ ହୋଇଯିବା ଭଳି ସମସ୍ୟା ଦେଖା ଯାଇଥାଏ ।