ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ଗୃହିଣୀ ଜୀବନସାଥୀ ଠାରୁ ଉପହାର ପାଇବେ। ନୂଆ କାମ ନେଇ ବଡ଼ଙ୍କ ପରାମର୍ଶ ନିଅନ୍ତୁ।

ବୃଷ: ଅଟକିଥିବା କାମ ନିଜ ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ। ବିରୋଧୀ ପକ୍ଷ ଦୂରତା ରକ୍ଷା କରି ରହିବେ। ଆପଣଙ୍କ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ।

ମିଥୁନ: ଆବେଗକୁ ନିୟନ୍ତ୍ରଣ ରଖନ୍ତୁ, ଲାଭ ହେବ। ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ। ଜରୁରୀ କାମରେ ଜୀବନସାଥୀର ସାହାଯ୍ୟ ପାଇବେ।

କର୍କଟ: ଭାବିଥିବା କାମ ପୂରା କରିବେ। ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ। ପ୍ରେମୀଯୁଗଳ ଉପହାର ଦିଆନିଆ କରିବେ।

ସିଂହ: ଇଂଜିନିଅର୍‌ଙ୍କ ଲାଗି ଦିନଟି ଭଲ ରହିବ। କାରବାରରେ ଆଗକୁ ଲାଭର ସଙ୍କେତ ମିଳିବ। ପ୍ରେମିକଙ୍କ ବ୍ୟବହାର ଦେଖି ଆପଣଙ୍କ ମନ ଖୁସି ହୋଇଯିବ।

କନ୍ୟା: ସଂଶୟ ସମାପ୍ତ ହେବ। ଜଟିଳ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। ବିବାହିତ ଦମ୍ପତି ଭଲ ଜାଗାକୁ ବୁଲି ଯିବେ। ଅଧୁରା କାମ ପୂରା ହୋଇଯିବ।

ତୁଳା: ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାର କରିବାର ବିଚାର ଆସିବ। କଠିନ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।

ବିଛା: ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଛାତ୍ର ଅନ୍‌ଲାଇନ୍‌ରେ କିଛି ଶିଖିବାକୁ ଚେଷ୍ଟା କରିବେ।


ଧନୁ: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ପୂର୍ବରୁ ପ୍ରସ୍ତୁତି କରିଥିବା ଯୋଜନା ଲାଗୁ କରନ୍ତୁ।

ମକର: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ବେପାରରେ ବାପାମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ମିଶିବେ।

କୁମ୍ଭ: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।

ମୀନ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ଜମି ସଂପର୍କିତ ମାମଲା ସାମାଧାନ ହୋଇଯିବ। ଧନଲାଭର ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଦିନଟି ଅନୁକୂଳ ରହିବ।

ସମ୍ବନ୍ଧିତ ଖବର