ଏକଥା ଜାଣିଲେ , ଆପଣ ବି ପ୍ରତିଦିନ ଲସି ପିଇବେ

ଆମେ ପ୍ରତିଦିନ ଚା’ ବା କଫି ପିଇଥାଉ । କେହି କେହି ଦୁଧ ପିଇଥାନ୍ତି ଓ କେହି ଦହି ସରବତ । ହେଲେ ଆମେ ପ୍ରତ୍ୟହ ଲସି ପ୍ରାୟତଃ ପିିଇ ନ ଥାଉ । କିନ୍ତୁ ପ୍ରତିଦିନ ଲସି ପିଇଲେ, ତାହା ଆମର କି ଉପକାର କରିଥାଏ, ସେହି କଥା ଜାଣିଲେ, ଆପଣ ବି ଲସି ପିଇବା ଆରମ୍ଭ କରିଦେବେ । ଆସନ୍ତୁ ଜାଣିବା ଦୈନିକ ଲସି ପିଇଲେ କି ଉପକାର ହୋଇଥାଏ ଆମ ଶରୀରର…

 

ପ୍ରଥମତଃ ଲସିରେ ଥିବା ଇଲେକ୍ଟ୍ରୋଲାଇଟ୍‌ ଓ ଜଳର ମାତ୍ରା ଶରୀରକୁ ଅଧିକ ଉତ୍ତେଜିତ କରି ନଥାଏ । ଏହା ଶରୀରକୁ ନମନୀୟ ବି କରିବାରେ ସହାୟକ ହୋଇଥାଏ ।
ଲସି ଥଣ୍ଡା ହୋଇଥିବା ହେତୁ ଦେହକୁ ଏସିଡିଟି ଭଳି ସମସ୍ୟାରୁ ରକ୍ଷା କରିଥାଏ ।

photo-crazy masal food

ଲସିରେ ଲାକ୍‌ଟିକି ଏସିଡ ଓ ଭିଟାମିନ୍‌ ଡିର ପରିମାଣ ବେଶୀ , ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସହାୟକ ହୋଇଥାଏ ।
ଲସି ଖାଇଲେ ବଦହଜମି ଭଳି ସମସ୍ୟା ବି ଉପୁଜି ନ ଥାଏ । ଶୀଘ୍ର ଖାଦ୍ୟ ହଜମ ହୋଇଥାଏ ।

ସମ୍ବନ୍ଧିତ ଖବର