ପେଟରେ ଚର୍ବି ଜମିବା ଆଜିକାଲି ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା। ପେଟ ବଢ଼ି ଗଲେ ପୂରା ଫିଗର୍ଟା ହିଁ ବେକାର୍ ଦିଶେ। ଏହି ସମସ୍ୟା ଉଭୟ ପୁରୁଷଙ୍କ ନାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବହୁତ ଲୋକ ଏମିତି ବି ଅଛନ୍ତି ଶରୀର ଠିକ୍ ଥାଏ , ମାତ୍ର ପେଟ ବଡ଼ ହେତୁ ମୋଟା ଦିଶନ୍ତି। ଏପରି ସମସ୍ୟାର ସମାଧାନ ବି ଆମ ନିକଟରେ ଅଛି। କେବଳ ଆପଣ ମାଲିସ୍ କୌଶଳ ଶିଖି ଗଲେ ଘରେ ରହି ନିଜ ପେଟ୍ର ଚର୍ବି ଖସାଇ ପାରିବେ। ତେବେ, ଚାଲନ୍ତୁ ଜାଣିବା ରାତିରେ ପେଟ କମାଇବା ପାଇଁ କେଉଁ ଧରଣର ମାଲିସ୍ କରିବାକୁ ହେବ।
ପ୍ରଥମେ ଉପରକୁ ମୁହଁ କରି ଶୋଇ ରହନ୍ତୁ।
ତା’ପରେ ନିଜର ଦୁଇ ପାପୁଲିକୁ ଘସି ଘସି ଗରମ କରନ୍ତୁ।
ସେହି ଗରପ ପାକୁଲିକୁ ନିଜ ପେଟର ଅଗ୍ର ଅଞ୍ଚଳରେ ରଖନ୍ତୁ।
ଧୀରେ ଧୀରେ ପେଟରେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ।
ବୁଲାଇ ବୁଲାଇ ଚାପ ପକାନ୍ତୁ ଧୀରେ ଧୀରେ।
ଏହିପରି ପ୍ରାୟ ୪- ରୁ ୫୦ ଥର କିମ୍ବା ୨ ମିନିଟ୍ ଧରି କରନ୍ତୁ।
/sambad/media/post_attachments/wp-content/uploads/2018/08/barku-300x200.jpg)
(ବିଶେଷ ସୂଚନା: ଖାଇସାରିବା ପରେ କିମ୍ବା ଗର୍ଭବତୀ ଅବସ୍ଥାରେ ଏପରି କରନ୍ତୁ ନାହିଁ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/download-12.jpg)