କ୍ଷୀରକୁ ସଂପୂର୍ଣ୍ଣ ଖାଦ୍ୟ ବୋଲି କୁହାଯାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହାର ସେବନ କରିବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ । କିନ୍ତୁ ବେଳେ ବେଳେ ଭୁଲ ସମୟରେ ଏହାର ସେବନ କରିବା ଦ୍ୱାରା ଶରୀରକୁ ଏହାର ଲାଭ ମିଳିବା ପରିବର୍ତ୍ତେ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏହାକୁ ପିଇବାର ଉଚିତ ସମୟ ଏବଂ ଏହାର ଫାଇଦା ବିଷୟରେ...
୧. ଯଦି ଆପଣ ସକାଳ ସମୟରେ ବ୍ୟାୟାମ କରୁଛନ୍ତି, ତେବେ ଗୋଟେ ଗ୍ଲାସ କ୍ଷୀର ପିଅନ୍ତୁ । ଯାହାଦ୍ୱାରା ଶରୀରର କ୍ୟାଲସିୟମ ଏବଂ ପ୍ରୋଟିନ୍ର ଅଭାବ ଦୂର ହେବ । କିନ୍ତୁ ପାଚନ ସମ୍ବନ୍ଧିତ ସମସ୍ୟା ଥିଲେ ସକାଳ ସମୟରେ ଏହାର ସେବନ କରନ୍ତୁ ନାହିଁ ।
punjabkesari.in୨. ମଧ୍ୟାହ୍ନ ସମୟରେ ବୃଦ୍ଧ ଲୋକମାନଙ୍କ ପାଇଁ କ୍ଷୀର ପିଇବା ଲାଭଦାୟକ ହୋଇଥାଏ । ଯଦି ଆପଣ ଦୃଷ୍ଟିଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସନ୍ଧ୍ୟା ସମୟରେ କ୍ଷୀର ପିଅନ୍ତୁ ।
୩. ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ଚାହୁଁଥିଲେ, ରାତି ସମୟରେ ଗରମ କ୍ଷୀର ପିଅନ୍ତୁ । ଏହା ସହ ମୋଟାପଣ ସମସ୍ୟା ଥିଲେ ରାତିରେ କ୍ଷୀର ପିଇବା ଉଚିତ ନୁହେଁ ।
/sambad/media/post_attachments/wp-content/uploads/2019/06/13_32_297427084ef39b581d74e0471526c067b23a465b7-300x225.jpg)
ଏବେ ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ବିଷୟରେ....
୧. ଖରାଦିନେ ସବୁଦିନ ସକାଳେ ଗୋଟେ ଗ୍ଲାସ ଥଣ୍ଡା କ୍ଷୀର ପିଅନ୍ତୁ । ଏଥିରେ ଥିବା ତତ୍ତ୍ୱ ଶରୀରର ଜଳୀୟଅଂଶକୁ କମିବାକୁ ଦେଇ ନଥାଏ ।
୨. ହାଲୁକା ଗରମ କ୍ଷୀର ପିଇବା ଦ୍ୱାରା ଅବସାଦ ଦୂର ହୋଇଥାଏ ।
୩. ପ୍ରତିଦିନ କ୍ଷୀର ପିଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଯାହାଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
punjabkesari.in/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/2019_6image_13_28_375790438drinkingmilk2-ll.jpg)