publive-imageମେଷ: ଆପଣ ନିଜକୁ ଟିକେ ସ˚ଯମ ରଖିବା ଦରକାର। ଅଫିସରେ କିଛି ସହକର୍ମୀ ଆପଣଙ୍କ କାମକୁ ବିରୋଧ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

Advertisment

publive-imageବୃଷ: କ୍ଷୁଦ୍ର ଉଦ୍ୟୋଗରେ ନିବେଶ ଲାଗି ଦିନଟି ଭଲ। ରାଜନୀତିରେ ସକ୍ରିୟତା ବଢ଼ିପାରେ। ସନ୍ଧ୍ୟାରେ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି।

publive-imageମିଥୁନ: ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଗ ବଦାଳାଇପାରେ। କଳାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ପାରିବାରିକ ସୁଖ ପ୍ରାପ୍ତି ହେବ।

publive-imageକର୍କଟ: କୌଣସି ବନ୍ଧୁଙ୍କୁ ସାହାଯ୍ୟ ମାଗି ପାରନ୍ତି। ବ୍ୟବସାୟ କାମରେ ବାହାରକୁ ଯିବେ। ଅଫିସରେ ଆପଣଙ୍କୁ ଅଧିକ କାମ ମିଳିପାରେ।

publive-imageସି˚ହ: କୌଣସି ପାଖ ଲୋକ ଆପଣଙ୍କ କ୍ୟାରିୟରରେ ଲାଭ ପହଞ୍ଚାଇବେ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

publive-imageକନ୍ୟା: ପରିଶ୍ରମର ଉଚିତ ପରିଣାମ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ବୈବାହିକ ଜୀବନରେ ସ୍ଥିରତା କାଏମ୍‌ ରହିବ।

publive-imageତୁଳା: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ରହିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ।

publive-imageବିଛା: ଦୈନିକ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ମାନ ସମ୍ମାନ ମିଳିବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।

publive-imageଧନୁ: ସକାରାତ୍ମକ ଭାବନା ଦ୍ବାରା କଷ୍ଟ କାମ ସହଜରେ ପୂରା କରିପାରିବେ। ନୂଆ ଜମି କିଣିବା ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହିତ ବୁଲି ଯାଇପାରନ୍ତି।

publive-imageମକର: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ନିଜ କାମରେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ବ୍ୟାବସାୟିକ ଡିଲ୍‌ ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି।

publive-image

କୁମ୍ଭ: ବଡ଼ ଖୁସି ଖବର ପାଇବେ। ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ।

publive-imageମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି।