ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ। ନେତାଙ୍କ ଲାଗି ଦିନଟି ଭଲ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ।

ବୃଷ: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ। କୌଣସି ଜରୁରୀ କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା ରହିବ।

ମିଥୁନ: କୌଣସି ନୂଆ କାମ ପାଇଁ ଯୋଜନା କରିବେ। ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ।

କର୍କଟ: ପୂଜାପାଠରେ ସମୟ ବିତିବ। ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଛାତ୍ର ପରୀକ୍ଷାରେ ଭଲ କରିବେ।

ସି˚ହ: ସୁଖଦ ସମାଚାର ପାଇବେ। ଘରକୁ ବନ୍ଧୁଙ୍କ ଯିବା-ଆସିବା ଲାଗି ରହିବ। ନିଜର ଜିନିଷପତ୍ର ଉପରେ ଧୢାନ ରଖନ୍ତୁ। ଶିକ୍ଷାରେ ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ।

କନ୍ୟା: ଖୋଦ୍‌କୁ ସତେଜ ଅନୁଭବ କରିବେ। ଆମଦାନିର ନୂଆ ଉତ୍ସ ପାଇବେ। ଓକିଲଙ୍କ ଠାରୁ ଆଇନ ସମ୍ପର୍କିତ ପରାମର୍ଶ ନେବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: ମହତ୍ତ୍ବପୂର୍ଣ୍ଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବ୍ୟବସାୟରେ ଲାଭ ପାଇବେ। ପ୍ରେମିକ ପ୍ରେମିକା ପରସ୍ପର ସୁଖଦୁଃଖ ବାଣ୍ଟି ପାରନ୍ତି।

ବିଛା: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଥଟ୍ଟା ତମାସା ପାଇଁ ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଧନଲାଭର ସୁଯୋଗ ମିଳିପାରେ।

ଧନୁ: ଅଫିସରେ ଆପଣଙ୍କୁ ସତର୍କ ରହିବାକୁ ହେବ। କଠିନ ପରସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଛାତ୍ରୀ ପରୀକ୍ଷାରେ ଭଲ କରିବେ।

ମକର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କୌଣସି ବନ୍ଧୁ ମାଧୢମରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ସୁଖଦ ଅନୁଭୂତି ହେବ।

କୁମ୍ଭ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ନୂଆ ଚାକିରି ଲାଗି ଇମେଲ୍‌ ପାଇପାରନ୍ତି।

ମୀନ: କ˚ପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧୢମରେ ଅଶାନ୍ତିର ସମାଧାନ ବାହାରିଯିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧିତ ଖବର