ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କୌଣସି ଲୋକ ଆପଣଙ୍କର ପରାମର୍ଶ ନେବେ। ବେପାରରେ ଯଥେଷ୍ଟ ଲାଭ ହେବ।

ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ। ଅଚାନକ ଅର୍ଥ ଆସିବ। ବାପାଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନେବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଆପଣଙ୍କ ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

କର୍କଟ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଆଇନଜୀବୀଙ୍କ ଲାଗି ଦିନଟି ଉତ୍ତମ। ଅଚାନକ ଧନଲାଭ ହେବ।

ସି˚ହ: ଧର୍ମକର୍ମ କରନ୍ତୁ ଲାଭ ମିଳିବ। ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। କାରବାର ସମ୍ବନ୍ଧୀୟ କାର୍ଯ୍ୟରେ ଦୂର ସ୍ଥାନକୁ ଯିବେ।

କନ୍ୟା: ପ୍ରଭୁଙ୍କ ଦର୍ଶନ କରନ୍ତୁ, ମନସ୍କାମନା ପୂରଣ ହେବ। ଅଫିସରେ ସ୍ଥଗିତ ଥିବା କାର୍ଯ୍ୟ ସ˚ପୂର୍ଣ୍ଣ ହୋଇଯିବ। ନୂଆ କାରବାରରେ ଅର୍ଥ ଲଗାଇବେ।

ତୁଳା: କାରଖାନାରେ ମେସିନ ଖରାପ ହେବା ଯୋଗୁଁ ଚିନ୍ତିତ ରହିବେ। ପରିବାର ପକ୍ଷରୁ କୌଣସି ଭଲ ଖବର ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ବିଛା: ବନ୍ଧୁ ଉତ୍ତମ ପରାମର୍ଶ ଦେେବ। ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ।

ଧନୁ: ପୁଞ୍ଜି ବଜାରରେ ନିବେଶ ପାଇଁ ଭଲ ଦିନଟିଏ। ନେତୃତ୍ବ ନେବାର କ୍ଷମତା ଆତ୍ମବିଶ୍ବାସ ବଢ଼ାଇବ। ପାରିବାରିକ ଜୀବନ ସୁଖମୟ ହେବ।

ମକର: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଅଫିସରେ ଆହ୍ବାନର ସାମନା କରିବାକୁ ସକ୍ଷମ ହେବେ। ଘରକୁ ବନ୍ଧୁ ଆସିବେ।

କୁମ୍ଭ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅର୍ଥ ଦେବା-ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

ମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ବିଶେଷ କାର୍ଯ୍ୟ କରିବେ। ସମ୍ପର୍କରେ ସୁଧାର ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସମ୍ବନ୍ଧିତ ଖବର