ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ୱାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଲେଖକଙ୍କ ଲାଗି ଦିନଟି ବିଶେଷ ଫଳଦାୟକ ରହିବ। ଆୟର ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା। ବୃଷ: ଆପଣଙ୍କ ଦୃଷ୍ଟିକୋଣ…
ଅଧିକ ଖବର ଦେଖନ୍ତୁ...

ଏହି ସଫଳ ବ୍ୟକ୍ତିମାନେ ସକାଳୁ ଏହି ସମୟରେ ବିଛଣା ଛାଡ଼ନ୍ତି, ଜାଣନ୍ତୁ ନିଦରୁ ଉଠି କ’ଣ କରନ୍ତି

ସଫଳ ବ୍ୟକ୍ତିମାନଙ୍କ କାହାଣୀ ସବୁବେଳେ ଆମକୁ ପ୍ରେରଣା ଦେଇଥାଏ। ସେମାନଙ୍କ ପଥ ଅନୁକରଣ କରିବା ନିହାତି ଭାବେ ଯେକୌଣସି ଲୋକ ପାଇଁ ଫଳପ୍ରଦ ପ୍ରମାଣିତ ହୁଏ। ତେବେ, ଚାଲନ୍ତୁ ଆଜି ସେମିତି କିଛି ସଫଳ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା। ସେମାନେ କେତେବେଳେ ବିଛଣା ଛାଡ଼ନ୍ତି ଓ ବିଛଣା ଛାଡ଼ିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଭାବିଥିବା କାମ ପୂରା ହୋଇଯିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଧାର୍ମିକ କାର୍ଯ୍ୟରେ ସହଯୋଗ…
ଅଧିକ ଖବର ଦେଖନ୍ତୁ...

ଶରୀରର ୫ଟି ସମସ୍ୟା ଦୂର କରେ ଧନିଆ ପତ୍ର

ଧନିଆ ପତ୍ର ଖାଦ୍ୟାର ସ୍ୱାଦ ବଢ଼ାଇବା ସହ ଶରୀର ପ୍ରତି ଅନେକ ଲାଭଦାୟକ ମଧ୍ୟ । ଏତିରେ ଥିବା ଓଷଧୀୟ ଗୁଣ ଶରୀରକୁ ରୋଗମୁକ୍ତ ରଖିଥାଏ । ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ଼୍ରେଟ୍‌, ଫାଇବର, ଆଇରନ୍‌, ମିନେରାଲସ୍‌ ଇତ୍ୟାଦି ପୋଷକ ତତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ଏହାକୁ ଖାଇବା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଆୟୁ ବୃଦ୍ଧିକାରୀ: ଦୈନିକ ଖାଦ୍ୟରେ ଏସବୁକୁ ନିଶ୍ଚୟ ସାମିଲ୍‌ କରନ୍ତୁ

ଆଜିକାଲି ବିଭିନ୍ନ ପ୍ରକାରର ରୋଗବ୍ୟଧୀ ହେତୁ ଦୀର୍ଘ ଆୟୁ ଏକ ପ୍ରକାର ସ୍ୱପ୍ନ ପାଲଟିଗଲାଣି। ଅଧିକାଂଶ ଲୋକ ଅଧା ବୟସରୁ ପ୍ରାଣ ହରାଉଛନ୍ତି। ମାତ୍ର ଏମିତି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଆୟୁ ବୃଦ୍ଧି ପାଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କଞ୍ଚାଲଙ୍କା: ଲୋକେ ଭାବନ୍ତି…
ଅଧିକ ଖବର ଦେଖନ୍ତୁ...

ତମ୍ବା ପାତ୍ରରେ ପାଣି ରଖି ପିଉଥିଲେ ଦୂରେଇ ଯିବ ଅନେକ ରୋଗ, ମାତ୍ର ଏହି ଦିଗ ପ୍ରତି ସତର୍କ ରୁହନ୍ତୁ

ଆୟୁର୍ବେଦ ଶାସ୍ତ୍ରରେ ରୋଷେଇ ଘରକୁ ଉତ୍ତମ ସ୍ୱାସ୍ଥ୍ୟର ପ୍ରଥମ ପାହାଚ ବୋଲି ବିବେଚନା କରାଯାଏ। ଏଠାରେ ବ୍ୟବହୃତ ହେଉଥିବା ରୋଷେଇ ବାସନକୁସନରୁ ନେଇ ଖାଇବା ପାଇଁ ଥିବା ବାସନକୁସନ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ପୂର୍ବକାଳରେ ମାଟି ବ୍ୟତୀତ ତମ୍ବା, ପିତ୍ତଳ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: ରବିବାର: ଅପବ୍ୟୟର ସମ୍ଭାବନା। ସୋମ ଓ ମଙ୍ଗଳବାର: ପ୍ରୟାସରେ ସଫଳତା ମିଳିବ। ବୁଧ ଓ ଗୁରୁବାର: କୌଣସି ଶୁଭ ଖବର ମିଳିବ। ଶୁକ୍ର ଓ ଶନିବାର: କାରବାରରେ ନୂଆ ଅବସର ମିଳିବ। ବୃଷ:ରବିବାର: ଅଚାନକ ଧନଲାଭ। ସୋମ ଓ ମଙ୍ଗଳବାର: ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ବୁଧ ଓ…
ଅଧିକ ଖବର ଦେଖନ୍ତୁ...

ଡାଇନିଂ ଟେବୁଲ୍‌ରେ ବସି ଖାଉଛନ୍ତି କି? ଜାଣନ୍ତୁ ଚଟାଣରେ ବସି ଖାଇଲେ କେଉଁ ସବୁ ଫାଇଦା ମିଳେ

ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇ ଆସିଲାଣି। ଘରେ ଘରେ ଏବେ ଡାଇନିଂ ସେଟ୍‌। ଏମିତି ଖୁବ୍‌ କମ୍‌ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ। ମାତ୍ର ଜାଣିବାକୁ ମିଳିଛି ଯେ ଚଟାଣ ଉପରେ ବସି ଖାଇବାର ବହୁ ଫାଇଦା ରହିଛି। ତାହା ନିମ୍ନରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

କେଉଁ ବ୍ଲଡ୍‌ ଗ୍ରୁପ୍‌ର ଲୋକ କିପରି ଖାଦ୍ୟ ଖାଇବା ଉଚିତ୍‌ ?

ସାଧାରଣତଃ ଲୋକେ ଡାକ୍ତରଙ୍କ ପାଖକୁ ଯାଇ ପ୍ରଶ୍ନ କରନ୍ତି ତାଙ୍କ ପାଇଁ କେଉଁ ଖାଦ୍ୟ ସ୍ୱାସ୍ଥ୍ୟପ୍ରଦ । ବିଶେଷଜ୍ଞମାନଙ୍କ ମତ ହେଲା ନିଜର ବ୍ଲଡ ଗ୍ରୁପ୍‌ ଅନୁଯାୟୀ ଖାଦ୍ୟ ଚୟନ କଲେ ଭଲ । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପ୍‌ର ଲୋକଙ୍କୁ କିଭଳି ଖାଦ୍ୟ ଖାଇବା ଉଚିତ୍‌ । -ଯେଉଁ ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନାରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେନାହିଁ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ। …
ଅଧିକ ଖବର ଦେଖନ୍ତୁ...