ଗରମ ଧୀରେ ଧୀରେ ବଢ଼ି ଚାଲିଛି। ବର୍ତ୍ତମାନ ଏହା ପ୍ରାୟ ୪୦ ଡିଗ୍ରି ଯାଏଁ ହୋଇ ଯାଇଛି। ଏହା ଧୀରେ ଧୀରେ ଆହୁରି ଅଧିକ ବଢ଼ି ୪୮ ରୁ ୫୦ ଡିଗ୍ରି ଯାଏଁ ପହଞ୍ଚିପାରେ। ଆଗକୁ ଆସୁଥିବାଏଭଳି ଗରମରୁ ପଙ୍ଖା କିମ୍ବା କୁଲର୍ ମଧ୍ୟ ତ୍ରାହି ଦେବାରେ ସମର୍ଥ ହେବେ ନାହିଁ। ଜାଣନ୍ତୁ, ଏଭଳି ପରିସ୍ଥିତିରେ ଆପଣ ନିଜକୁ କେମିତି ରକ୍ଷା କରିବେ….
/sambad/media/post_attachments/wp-content/uploads/2018/03/Heat-Precuation_Infographics_2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Heat-Precuation_Infographics_1.jpg)