publive-image

Advertisment

ମେଷ: ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ପାଇଁ ସମୟ ଲାଭପ୍ରଦ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମିଳିବ। ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

publive-image

ବୃଷ: ରବି ଓ ସୋମବାର: ଧନଲାଭ ଓ ନୂଆ ସୁଯୋଗ ମିିଳିବ। ମଙ୍ଗଳ ଓ ବୁଧବାର: କୌଣସି ସମସ୍ୟାର ସମାଧାନ ହେବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଶନିବାର: ସମାଜରେ ମାନସମ୍ମାନ ମିଳିବ।

publive-image
ମିଥୁନ: ରବି ଓ ସୋମବାର: କୌଣସି ବଡ଼ ଫଇସଲା ତରବରରେ ନିଅନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଅଟକିଥିବା ପଇସା ମିଳିପାରେ। ଶନିବାର: ଭାବନାକୁ ସକାରାତ୍ମକ ରଖନ୍ତୁ।

publive-image
କର୍କଟ: ରବି ଓ ସୋମବାର: ଆର୍ଥିକ ଲାଭ ହେବ। ମଙ୍ଗଳ ଓ ବୁଧବାର: ଆଲୋଚକ ରୂପେ କାମ କରିବେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: କିଛି ଆଶା ପୂରା ହେବ।

publive-image
ସିଂହ:ରବି ଓ ସୋମବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶନିବାର: କାରବାର ବୃଦ୍ଧି ହେବ।

publive-image

କନ୍ୟା: ରବି ଓ ସୋମବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶନିବାର: କାରବାର ବୃଦ୍ଧି ହେବ।

 publive-image

ତୁଳା: ରବି ଓ ସୋମବାର: କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ। ମଙ୍ଗଳ ଓ ବୁଧବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ବାହନ କିଣିବା ଲାଗି ମନ ବଳିବ।

publive-imageବିଛା: ରବି ଓ ସୋମବାର: ନୂଆ ଊର୍ଜା ଅନୁଭବ କରିବେ। ମଙ୍ଗଳ ଓ ବୁଧବାର: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଗୁରୁ ଓ ଶୁକ୍ରବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶନିବାର: ଚାକିରିରେ ସନ୍ତୁଷ୍ଟ।

publive-image

ଧନୁ:ରବି ଓ ସୋମବାର: ମନସ୍କାମନା ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ଅଚାନକ ଖୁସି ଖବର ମିଳିବ। ଶନିବାର: ଆପଣଙ୍କୁ ନୂଆ ପ୍ରସ୍ତାବ ମିଳିବ।

publive-image

ମକର:ରବି ଓ ସୋମବାର: ବଢ଼ିଆ ଚାକିରି ପାଇବେ। ମଙ୍ଗଳ ଓ ବୁଧବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ସୁଖ ଓ ପ୍ରେମ ପାଇବେ। ଶନିବାର: ଚିନ୍ତାରୁ ମୁକ୍ତି ମିଳିବ।

publive-image

କୁମ୍ଭ:ରବି ଓ ସୋମବାର: ବ୍ୟବସାୟରେ ଶୀଘ୍ର ଫଇସଲାର ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଜଟିଳ ପ୍ରଶ୍ନର ଲାଭ ମିଳିବ। ଶନିବାର: ପ୍ରେମରେ ସଫଳତା।

publive-image
ମୀନ: ରବି ଓ ସୋମବାର: ପରିଶ୍ରମର ଫଳ ମିଳିବ। ମଙ୍ଗଳ ଓ ବୁଧବାର: ଯୋଜନାକୁ ଗୁପ୍ତ ରଖନ୍ତୁ, ସମୟ ଆସିଲେ ପ୍ରକଟ କରିବେ। ଗୁରୁ ଓ ଶୁକ୍ରବାର: ମନସ୍କାମନା ପୂର୍ଣ୍ଣ। ଶନିବାର ଆର୍ଥିକ ସ୍ଥିତି ଠିକ୍‌ ରହିବ।