ଜାଣନ୍ତୁ ପ୍ରତିଦିନ ପାଣିରେ ଲୁଣ ମିଶାଇ ପିଇଲେ କେଉଁ ସବୁ ଜବରଦସ୍ତ ଫାଇଦା ମିଳିଥାଏ

ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଜାଣନ୍ତି କି ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପାଣିରେ ଗୋଟିଏ ଚାମୁଚ ଲୁଣ ମିଶାଇ ପିଇଲେ କେଉଁସବୁ ପାଇଦା ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ..

ପ୍ରତିଦିନ ସକାଳେ ଲୁଣ ପାଣି ପିଇଲେ ଶରୀର ରୋଗମୁକ୍ତ ରହିଥାଏ। ମଧୁମେହ ଓ ମେଦବହୁଳ ଭଳି ରୋଗକୁ ମଧ୍ୟ ଦୂରେଇ ରହି ପାରିବେ।

ଲୁଣ ପାଣି ତ୍ୱଚା ସମସ୍ୟାକୁ ଦୂର କରିଥାଏ। ତ୍ୱଚାରେ ଥିବା ଦାଗ, ବ୍ରଣ ଓ କାଛୁକୁଣ୍ଡିଆ ଆଦିରୁ ମୁକ୍ତି ମିଳିଥାଏ। ଏଥିସହିତ ଲୁଣ ପାଣି ପିଇଲେ ତ୍ୱଚାର ଔଜ୍ୱଲ୍ୟ ବୃଦ୍ଧି ପାଇଥାଏ।

ଲୁଣ ପାଣି ପାଚନକ୍ରିୟାରେ ସାହାଯ୍ୟ କରିଥାଏ। ଏଥିସହିତ ଏହି ପାଣିରେ ନ୍ୟାଚୁରାଲ ଆଣ୍ଟି-ବ୍ୟାକ୍ଟେରିଆ ବି ରହିଥାଏ। କଳା ଲୁଣକୁ ପାଣିରେ ମିଶାଇ ପିଇଲେ ମାଂସପେଶୀ ମଜବୁତ ହୋଇଥାଏ।

ଲିଭରକୁ ନେଇ ଯଦି କୌଣସି ସମସ୍ୟା ଅଛି ତେବେ ଲୁଣ ପାଣି ଏହି ସମସ୍ୟା ଦୂର କରିଥାଏ।

ସମ୍ବନ୍ଧିତ ଖବର