ଘରେ ମୂଷା ହଇରାଣ କରୁଛନ୍ତି କି? ମୋବାଇଲ୍‌ ଆପ୍‌ ବ୍ୟବହାର କରି ୧ ମିନିଟ୍‌ରେ ଘରୁ ମୂଷାମାନଙ୍କୁ ବାହାର କରନ୍ତୁ

2

ଏହି ଟ୍ରିକ୍‌ ମାଧ୍ୟମରେ ଜାଣନ୍ତୁ ଫୋନ୍‌ ମାଧ୍ୟମରେ କେମିତି ଭଗେଇବେ ମୂଷା। ଆପଣଙ୍କୁ କେବଳ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରି ଇନ୍‌ଷ୍ଟଲ୍‌ କରିବା ପାଇଁ ପଡ଼ିବ ଏହି ମାଗଣା ଆପ୍‌।

ଜାଣନ୍ତୁ କେମିତି କାମ କରିଥାଏ ଏହି ଆପ୍‌ – ଏହି ଆପ୍‌କୁ ୧୦ ବର୍ଷ ଗବେଷଣା ଓ ପରୀକ୍ଷା କରିଲା ପରେ ଲଞ୍ଚ୍‌ କରାଯାଇଛି। ଏହି ଆପ୍‌ ଜରିଆରେ ଏକ ଅଲଗା ପ୍ରକାର ଶବ୍ଦ ବାହାରିଥାଏ, ଯାହାକୁ ମୂଷାମାନେ ଶୁଣି ସହି ପାରନ୍ତି ନାହିଁ ଓ ଘରୁ ବାହାରକୁ ପଳାଇଯାଆନ୍ତି। ଆପଣ ନିଜ ହିସାବରେ ସାଉଣ୍ଡ୍‌ ଫ୍ରିକ୍ୟୁଏନ୍‌ସି ସେଟ୍‌ କରିପାରିବେ।

 

ଷ୍ଟେପ୍‌ ୧: ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଆଣ୍ଟି ର‍୍ୟାଟ୍‌ ସୋନାର୍‌ (Anti Rat Sonar) ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
ଷ୍ଟେପ୍‌ ୨: ଆପ୍‌କୁ ଇନ୍‌ଷ୍ଟଲ୍‌ କରିଲା ସମୟରେ ଏକ ପର୍‌ମିସନ୍‌ ମାଗିବ, ତା’କୁ ଆଲାଉ (Allow) କରିବେ ଓ ମାଇକ୍ରୋଫୋନ୍‌ ଆକ୍‌ସେସ୍‌ (Microphone Access)କୁ ମଧ୍ୟ Accept କରନ୍ତୁ।
ଷ୍ଟେପ୍‌ ୩: ଏବେ ଏହି ଆପ୍‌ ଆକ୍‌ଟିଭ୍‌ ହୋଇଯିବ। ବର୍ତ୍ତମାନ ଏଠାରେ ଆପଣ ନିର୍ଦ୍ଦିଷ୍ଟ ପରିମାଣ ହିସାବରେ ଶବ୍ଦ େଓ୍ଵବ୍‌କୁ କମ୍‌ ଓ ବେଶୀ କରିପାରିବେ। ଏହା ପରେ ମୂଷାମାନେ ଘରଛାଡ଼ି ପଳେଇବେ।
ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 Comments
  1. Chandradhwajadharua says

    Good app and super idea

  2. batoi says

    There is no such app in google play store with name anti rat sonar