ଜୋତାରୁ ଦୁର୍ଗନ୍ଧ ଆସୁଛି କି ? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କିଛି ଲୋକଙ୍କ ଜୋତାରୁ ଦୁର୍ଗନ୍ଧ ବାହାରିଥାଏ । ଏଣୁ ଜୋତା ପାଇଁ ପାଦ ମଧ୍ୟ ଅତ୍ୟନ୍ତ ଦୁର୍ଗନ୍ଧ ହୋଇଥାଏ । ଏଥିପାଇଁ ଲୋକଙ୍କୁ ଅନେକ ସ୍ଥାନରେ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥାଏ । ତେବେ କିଛି ଘରୋଇ ଉପାୟ ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ଦୂରହୋଇ ପାରିବ। ଆସନ୍ତୁ ଜାଣିବା ପାଦ ଦୁର୍ଗନ୍ଧ ଦୂର କରିବାର ଘରୋଇ ଉପାୟ।

କିଛି ବ୍ୟକ୍ତିଙ୍କର ପାଦ ସେମାନେ ପିନ୍ଧିଥିବା ଜୋତା ପାଇଁ ଦୁର୍ଗନ୍ଧ ହୋଇଥାଏ । ଏଥିପାଇଁ ଆପଣ ବେକିଙ୍ଗ ସୋଡ଼ା ଦ୍ୱାରା ପାଦ ଏବଂ ଜୋତାକୁ ଧୋଇ ପାରିବେ। ଏହା ଦ୍ୱାରା ଦୁର୍ଗନ୍ଧ ନ ଦେବା ସହ ପାଦ ମଧ୍ୟ ଭଲ ରହିଥାଏ ।

HomeRemedyHacks

ଜୋତାରୁ ଦୁର୍ଗନ୍ଧ ଦୂର କରିବାର ଆଉ ଏକ ଉପାୟ ହେଉଛି ତାହାକୁ କିଛି ସମୟ ପାଇଁ ଖରାରେ ଶୁଖାଇଦେବା । ଏହା ଦ୍ୱାରା ଜୋତାରେ ଲାଗିଥିବା ଝାଳ ଶୁଖିବା ସହ ଏହା ଦୁର୍ଗନ୍ଧ ମୁକ୍ତ ହୋଇଥାଏ ।
ସପ୍ତାହରେ ୨ ଦିନ ପାଦକୁ ଅଧାଘଣ୍ଟା ପାଇଁ ଚା ପାଣିରେ ବୁଡ଼ାଇ ରଖିଲେ ଏଥିରୁ ବାହାରିବା ର୍ଦୁଗନ୍ଧ ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର