ଆପଣମାନେ ଆଜି ପର୍ଯ୍ୟନ୍ତ ଗୋଲ ମରିଚ ଖାଇବାର ଫାଇଦା ବିଷୟରେ ଶୁଣିଥିଲେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଥିରୁ ହେଉଥିବା କ୍ଷତି ବିଷୟରେ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା ସେ ବିଷୟରେ.....
୧. ଗୋଲ ମରିଚରେ ଆଣ୍ଟି-ଅକ୍ସିଡାଣ୍ଟର ପରିମାଣ ଭରପୂର ମାତ୍ରାରେ ରହିଥାଏ । ଯାହା ପାଇଁ ନିଶ୍ୱାସ ନେବାରେ ସମସ୍ୟା ହେଉଥିବା ଲୋକମାନଙ୍କୁ ଏହାର ସେବନ କରିବା ଅନୁଚିତ । ଆସ୍ଥମାରେ ପୀଡ଼ିତ ଥିବା ଲୋକେ ଏହାର ସେବନ କରିବା ଦ୍ୱାରା ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇଥାଏ ।
punjabkesari.in୨. ଗୋଲ ମରିଚରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ଶୁଷ୍କ କରି ଦେଇଥାଏ । ଯଦି ଆପଣଙ୍କ ତ୍ୱଚା ପୂର୍ବରୁ ଶୁଷ୍କ ତେବେ ଭୁଲରେ ମଧ୍ୟ ଗୋଲ ମରିଚର ସେବନ କରନ୍ତୁ ନାହିଁ ।
punjabkesari.in୩. ଗର୍ଭବତୀ ଥିବା ମହିଳାଙ୍କ ଶରୀର ଅନ୍ୟମାନଙ୍କ ତୁଳନାରେ ଗରମ ରହିଥାଏ । ଶରୀରର ଗରମର ସ୍ତର ବଢ଼ିବା ଦ୍ୱାରା ଗର୍ଭରେ ଥିବା ଶିଶୁର ଜୀବନ ପ୍ରତି ବିପଦ ବଢ଼ିଥାଏ । ସେଥିପାଇଁ ଭୁଲରେ ମଧ୍ୟ ଗର୍ଭବତୀ ଥିବା ମହିଳା ଏହାର ସେବନ କରନ୍ତୁ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/2019_5image_14_31_175079380black-pepper-ll.jpg)