ସଂପ୍ରତି ସମାଜରେ ଏଭଳି ବ୍ୟସ୍ତତା ଦେଖିବାକୁ ମିଳୁଛି ଯେ ଅନେକ ଲୋକ ଖାଇବାକୁ ସମୟ ମିଳୁ ନାହିଁ ବୋଲି କହନ୍ତି । ସେମାନେ ନା ଠିକ୍ ସମୟରେ ଖାଇପାରନ୍ତି ନା ପେଟପୁରା ମନପସନ୍ଦ ଖାଇ ପାରନ୍ତି । କିନ୍ତୁ ଉଚିତ୍ମାତ୍ରାରେ ଖାଦ୍ୟ ଗ୍ରହଣ ନ କରିଲେ ଠିକ୍ ଭାବେ ନିଦ ହୁଏ ନା ହିଁ । ଯଦି ଠିକ୍ ସମୟରେ ନ ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍ ବଦଳରେ ଶରୀରରେ ଥିବା ଫ୍ୟାଟ୍କୁ ବର୍ଣ୍ଣ କରି ଶକ୍ତି ଦେଇଥାଏ । ଏଥିପାଇଁ ଇନ୍ସୁଲିନ୍ ସ୍ତର ହ୍ରାସ ପାଇଥାଏ ଓ ରେକିସିନ୍ ନାମକ ହରମୋନ୍ର ସ୍ରାବ ବଢିଯାଏ । ଏଭଳି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଶରୀରକୁ ଅଧିକ ଏଡ୍ରୋନାଲାଇନ୍ର ସ୍ରାବର ସଙ୍କେତ ଦେଇଥାଏ, ଯାହା ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ ।
କ୍ରମାଗତଭାବେ ଏଭଳି କରିଲେ, ଆପଣ ଅନିଦ୍ରା, ଭଳି ରୋଗ ଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଉପୁଜେ । ଦିନରେ ଅକ୍ଳାନ୍ତ ପରିଶ୍ରମ କରିବା ସତ୍ତ୍ୱେ ଅନେକ ଲୋକ ଅଭିଯୋଗ କରନ୍ତି ଯେ ,ତାଙ୍କୁ ରାତିରେ ସହଜରେ ନିଦ ଆସେନା। ଏହି ଚିନ୍ତା ବି ବେଳେବେଳେ ମଣିଷକୁ ରୋଗାକ୍ରାନ୍ତ କରି ପକାଇଥାଏ। ଅନ୍ୟ କିଛି କାରଣ ବି ଅଛି। ଆଉ ଯଦି ଆପଣ ଚାହାଁନ୍ତି ଯେ,ରାତିରେ ଆପଣଙ୍କର ନିଦ ଭଲ ହେଉ ବୋଲି,ତେବେ ଛୋଟିଆ କାମଟିଏ କରନ୍ତୁ।
ଉଚିତ୍ମାତ୍ରାରେ ଖାଦ୍ୟ ଗ୍ରହଣ ନ କରିଲେ ଠିକ୍ ଭାବେ ନିଦ ହୁଏ ନା ହିଁ । ଯଦି ଠିକ୍ ସମୟରେ ନ ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍ ବଦଳରେ ଶରୀରରେ ଥିବା ଫ୍ୟାଟ୍କୁ ବର୍ଣ୍ଣ କରି ଶକ୍ତି ଦେଇଥାଏ । ଏଥିପାଇଁ ଇନ୍ସୁଲିନ୍ ସ୍ତର ହ୍ରାସ ପାଇଥାଏ ଓ ରେକିସିନ୍ ନାମକ ହରମୋନ୍ର ସ୍ରାବ ବଢିଯାଏ । ଏଭଳି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଶରୀରକୁ ଅଧିକ ଏଡ୍ରୋନାଲାଇନ୍ର ସ୍ରାବର ସଙ୍କେତ ଦେଇଥାଏ, ଯାହା ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ।ଜସ୍ମିନ୍ ଗଛ ମଧ୍ୟ ନିଜ ବେଡ଼୍ରୁମ୍ରେ ରଖିଲେ ଭଲ ନିଦ ହେବ।ଏହା ଆପଣଙ୍କୁ ସକାରାତ୍ମକ ଶକ୍ତି ମଧ୍ୟ ଦେଇଥାଏ।ଏତଦ୍ବ୍ୟତୀତ ସ୍ନେକ୍ ଚାରା ମଧ୍ୟ ଥିଲେ ଭଲ ନିଦ ଆସିଥାଏ।
ଯଦି ଆପଣ ନିଜ ବେଡ଼୍ରୁମ୍ରେ ଚାରା ଲଗାଇବେ,ତେବେ ଏହା ଆପଣଙ୍କୁ ଭଲ ନିଦ ପ୍ରଦାନ କରିବ।ଏଭଳି ଚାରା ଗଛ ହେଲା-ଲେଭେଣ୍ଡର୍।ଏହା ଆପଣଙ୍କର ମାନସିକ ଚାପ ଓ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହେବ ଓ ଆପଣଙ୍କୁ ସୁନିଦ୍ରା ଆଣିବାରେ ବି ସକ୍ଷମ କରାଇବ। ମାନସିକ ଗବେଷଣା ଅନୁଯାୟୀ ଲେଭେଣ୍ଡର ଚାରା ଗର୍ଭବତୀ ମହିଳାମାନଙ୍କର ଉତ୍ତେଜନା ହ୍ରାସ କରିଥାଏ।
/sambad/media/post_attachments/wp-content/uploads/2017/10/sleeplessness-PMS-Symptomarticles.serenol.com_-300x197.jpg)
ଠିକ୍ ସେହିପରି ଜସ୍ମିନ୍ ଗଛ ମଧ୍ୟ ନିଜ ବେଡ଼୍ରୁମ୍ରେ ରଖିଲେ ଭଲ ନିଦ ହେବ।ଏହା ଆପଣଙ୍କୁ ସକାରାତ୍ମକ ଶକ୍ତି ମଧ୍ୟ ଦେଇଥାଏ।ଏତଦ୍ବ୍ୟତୀତ ସ୍ନେକ୍ ଚାରା ମଧ୍ୟ ଥିଲେ ଭଲ ନିଦ ଆସିଥାଏ।କୁହାଯାଏ ଯେ,ଏହି ଗଛ ମସ୍ତିଷ୍କକୁ ତାଜା ରଖିବା ସହିତ ବ୍ୟକ୍ତିକୁ ସୁନିଦ୍ରା ମଧ୍ୟ ପ୍ରଦାନ କରିଥାଏ।ସବୁଠୁଁ ବଡ଼ କଥା ହେଲାଯେ,ଏହି ଚାରା ଗଛ ରାତିରେ ଅନ୍ୟ ଗଛମାନଙ୍କ ଭଳି ଅଙ୍ଗାରକାମ୍ଳ ନୁହେଁ ବରଂ ଅମ୍ଳଜାନ ଛାଡ଼ିଥା’ନ୍ତି ଓ ବ୍ୟକ୍ତିକୁ ଭଲ ନିଦ ଦେଇଥାନ୍ତି।