ଅଧିକ ମାତ୍ରାରେ ଲୁଣ ଖାଇଲେ ବହୁ ପ୍ରକାର ରୋଗ ହେବାର ଆଶଙ୍କା ଅଧିକ ହେବା ସହ ପେଟରେ କ୍ୟାନ୍ସର ହେବାର ମଧ୍ୟ ଆଶଙ୍କା ବଢ଼ିଯାଏ। ସେହିପରି ଆହୁରି ଅନେକ ଜିନିଷ ରହିଛି ଯାହାକୁ ଆମେ ପ୍ରତିଦିନ ଖାଦ୍ୟ ହିସାବରେ ଖାଇଥାଉ, ସେଗୁଡ଼ିକୁ ସ୍ଲୋ ପଏଜନ୍ ବା ଧୀର ବିଷ କୁହାଯାଇପାରେ। କାରଣ ଏହି ସବୁ ଖାଦ୍ୟର ଅଧିକ ମାତ୍ରା ଭୟାବହ ରୋଗ ହେବାର ଆଶଙ୍କା ବଢ଼ାଏ।
/sambad/media/post_attachments/wp-content/uploads/2017/12/Slow-Poison_Food_Slide_2.jpg)
/sambad/media/post_attachments/wp-content/uploads/2017/12/Slow-Poison_Food_Slide_3.jpg)
/sambad/media/post_attachments/wp-content/uploads/2017/12/Slow-Poison_Food_Slide_4.jpg)
/sambad/media/post_attachments/wp-content/uploads/2017/12/Slow-Poison_Food_Slide_5.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Slow-Poison_Food_Slide_1-1.jpg)