ଏହି ଭିଟାମିନ୍‌ର ଅଭାବରୁ ହୋଇପାରେ ମୃତ୍ୟୁ!

ଭିଟାମିନ୍‌ ବି-୧୨ ଶରୀରର ଫ୍ୟାଟ୍‌କୁ ଏନର୍ଜିରେ ବଦଳାଇଥାଏ। ତା ସହିତ ଡିଏନ୍‌ଏ ଏବଂ ରେଡ୍‌ ବ୍ଲଡ୍‌ ସେଲ୍ସ୍‌ ତିଆରି କରିଥାଏ। ନର୍ଭ ସିଷ୍ଟମ୍‌କୁ ଠିକ୍‌ ଭାବରେ କାମ କରେଇବାରେ ଭିଟାମିନ୍‌ ବି-୧୨ ଅତି ଆବଶ୍ୟକ। ଏହା କମ୍‌ ହେଲେ ମସ୍ତିଷ୍କକୁ ଘୋର କ୍ଷତି ପହଞ୍ଚାଇ ପାରେ। ଏହାର ପରିମାଣ କମିଗଲେ ଭବିଷ୍ୟତରେ ଏହା ମୃତ୍ୟୁର କାରଣ ହୋଇପାରେ। ବର୍ଷ ବର୍ଷ ବିତିଯାଇଥାଏ ଓ ଏହାର ସୂଚନା ଜଣାପଡ଼ି ନଥାଏ। ଏହାର କିଛି ସଙ୍କେତ ରହିଛି ଯେଉଁଥିରୁ ଆପଣ ଏସଂପର୍କରେ ଜାଣିପାରି ସଚେତନ ହୋଇ ପାରିବେ। ଜାଣନ୍ତୁ କେଉଁ ସବୁ ସଙ୍କେତରୁ ଜାଣିବେ ଭିଟାମିନ୍‌ ବି-୧୨ର ଅଭାବକୁ…

 

ଅଧିକାଂଶ ସମୟ ଧରି ଅବସନ୍ନ ଓ ଦୁର୍ବଳ ରହିବା

 

ରକ୍ତ କମ୍‌ ହୋଇଯିବା

 

ହୃଦ ସ୍ପନ୍ଦନ ବଢ଼ିବା

 

କାଶ ବନ୍ଦ ନ ହେବା

 

ଲଗାତାର ଅମ୍ଳଦୋଷ ରହିବା

 

ଶୀଘ୍ର ଓଜନ କମିବା

 

ସ୍ମରଣଶକ୍ତି କମିଯିବା

 

ମୁଣ୍ଡବିନ୍ଧା ଲାଗି ରହିବା

 

ପତଳା ଝାଡ଼ା ସମସ୍ୟା ଲାଗି ରହିବା

 

ସମ୍ବନ୍ଧିତ ଖବର