ଏକ ଅନୁସନ୍ଧାନରୁ ଜଣାପଡ଼ିଛି କି ବିଳମ୍ବିତ ରାତିରେ ରାତ୍ର ଭୋଜନ କରିଲେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏହା ଆପଣଙ୍କ ବ୍ଲଡ୍ପ୍ରେସର୍ ବଢ଼ାଇବା ସହ ହାଟ୍ର୍ ଆଟାକ୍ ଭଳି ବିପତ୍ତିକୁ ମଧ୍ୟ ଟାଣିଆଣେ। ଅନୁସନ୍ଧାନ ଅନୁସାରେ ସନ୍ଧ୍ୟା ୭ଟା ସୁଦ୍ଧା ଡିନର୍ ବା ରାତ୍ର ଭୋଜନ କରିଦେବା ଉଚିତ୍।
/sambad/media/post_attachments/wp-content/uploads/2017/11/Dinner_Infographics_2.jpg)
/sambad/media/post_attachments/wp-content/uploads/2017/11/Dinner_Infographics_3.jpg)
/sambad/media/post_attachments/wp-content/uploads/2017/11/Dinner_Infographics_1.jpg)
/sambad/media/post_attachments/wp-content/uploads/2017/11/Dinner_Infographics_2.jpg)
/sambad/media/post_attachments/wp-content/uploads/2017/11/Dinner_Infographics_3.jpg)
Join and get latest news updates delivered to you via WhatsApp