ଆପଣଙ୍କ ଚେହେରାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଜରୁରୀ ହୋଇଥାଏ ନ୍ୟୁଟ୍ରିସନ୍, ଆଇରନ ଓ କ୍ୟାଲ୍ସିୟମ୍। ଏହା ଓଜନ ବଢ଼ିବାକୁ ରୋକିଥାଏ, ମାଂସପେଷୀ ଦୁର୍ବଳ ନ ହେବା ପାଇଁ ସାହାଯ୍ୟ କରେ ଓ ହୃଦ୍ଜନିତ ସମସ୍ୟା ଓ ମଧୁମେହରୁ ରକ୍ଷା କରିଥାଏ। ଜାଣନ୍ତୁ କେଉଁ ସବୁ ଖାଦ୍ୟ ଖାଇଲେ ଏହି ପରିବର୍ତ୍ତନ ଆଣି ପାରିବେ ଓ ସୁସ୍ଥ ରହିବେ।
/sambad/media/post_attachments/wp-content/uploads/2017/10/Glow-Skin_1-1.jpg)
/sambad/media/post_attachments/wp-content/uploads/2017/10/Glow-Skin_2-1.jpg)
/sambad/media/post_attachments/wp-content/uploads/2017/10/Glow-Skin_3-1.jpg)
/sambad/media/post_attachments/wp-content/uploads/2017/10/Glow-Skin_4-1.jpg)
/sambad/media/post_attachments/wp-content/uploads/2017/10/Glow-Skin_5-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Glow-Skin_Cover-1.jpg)