ଜୀବନଚର୍ଯ୍ୟାଏହି ସବୁ ଖାଦ୍ୟ ଖାଆନ୍ତୁ, ଚେହେରାରେ ଆସିବ ପରିବର୍ତ୍ତନbySambad DigitalbySambad Digital 27 Oct 2017 18:38 IST Link copied!Copy failed!ଆପଣଙ୍କ ଚେହେରାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଜରୁରୀ ହୋଇଥାଏ ନ୍ୟୁଟ୍ରିସନ୍, ଆଇରନ ଓ କ୍ୟାଲ୍ସିୟମ୍। ଏହା ଓଜନ ବଢ଼ିବାକୁ ରୋକିଥାଏ, ମାଂସପେଷୀ ଦୁର୍ବଳ ନ ହେବା ପାଇଁ ସାହାଯ୍ୟ କରେ ଓ ହୃଦ୍ଜନିତ ସମସ୍ୟା ଓ ମଧୁମେହରୁ ରକ୍ଷା କରିଥାଏ। ଜାଣନ୍ତୁ କେଉଁ ସବୁ ଖାଦ୍ୟ ଖାଇଲେ ଏହି ପରିବର୍ତ୍ତନ ଆଣି ପାରିବେ ଓ ସୁସ୍ଥ ରହିବେ।AdvertismentbySambad DigitalbySambad Digital 27 Oct 2017 18:38 IST Link copied!Copy failed!