ଯୋଗାସନ କରିବା ପୂର୍ବରୁ ଓ୍ଵାର୍ମ୍‌ଅପ୍‌ ଦରକାର ନାହିଁ। ଷ୍ଟ୍ରେଚିଙ୍ଗ୍‌ ବା ଜଗିଙ୍ଗ୍‌ ଦରକାର ନାହିଁ କିନ୍ତୁ ଯୋଗାସନରୁ ଅଧିକ ଲାଭ ପାଇବା ପାଇଁ ଓ ଶରୀରକୁ କ୍ଷତି ନ ପହଞ୍ଚାଇବା ପାଇଁ ଏହି ପଦ୍ଧତି ପ୍ରୟୋଗ କରିବା ଦରକାର। ଜାଣନ୍ତୁ ଯୋଗାସନ କରିବାର ପୂର୍ବରୁ ଓ ପରେ କ’ଣ ସବୁ କରିବା ଆବଶ୍ୟକ....

Advertisment

publive-image

publive-image

publive-image

ଯୋଗାସନ କରିବା ସ୍ଥାନକୁ ଓ ଶରୀରକୁ ପରିଷ୍କାର କରିବା ସହ ମନକୁ ମଧ୍ୟ ସଫା କରନ୍ତୁ। ଖାଲି ପେଟରେ ବା ବହୁତ୍‌ କମ୍‌ ମାତ୍ରାରେ ଖାଦ୍ୟ ଖାଇ ଯୋଗାସନ କରନ୍ତୁ। ଶାନ୍ତ ସ୍ଥାନରେ ଯୋଗାସନ କରନ୍ତୁ। ଯଦି ଆପଣଙ୍କୁ ଦୁର୍ବଳ ଲାଗୁଛି ତା’ହେଲେ ଉଷୁମ ପାଣି ସହ ମହୁ ପିଅନ୍ତୁ।ନିତ୍ୟକର୍ମ ସାରି ଯୋଗାସନ କରନ୍ତୁ (ବ୍ଲାଡର ଓ ବୋେଓ୍ଵଲ୍‌ ଖାଲି ରହିବା କଥା)। ଯୋଗାସନ ଦରି ବା କୌଣସି ବେଡ୍‌ସିଟ୍‌ ପକାଇ କରନ୍ତୁ।ହାଲୁକା ଓ ଆରାମଦାୟକ କପଡ଼ା ପିନ୍ଧି ଯୋଗାସନ କରନ୍ତୁ। ଦେହ ଖରାପ ଥିଲେ ଯୋଗାସନ କରନ୍ତୁ ନାହିଁ। ଯଦି ହୃଦ୍‌ଜନିତ ରୋଗ ବା ଆଉ କିଛି ଦରଜ ହେଉଛି ତା’ହେଲେ ଯୋଗାସନ ଥେରାପିଷ୍ଟ୍‍ଙ୍କୁ ପଚାରନ୍ତୁ। ଗର୍ଭବତୀ ମହିଳାମାନେ ଓ ଋତୁସ୍ରାବ ସମୟରେ ଯୋଗାସନ ପ୍ରାକ୍‌ଟିସନର୍‌ ବା ଡାକ୍ତରଙ୍କୁ ପଚାରି କରନ୍ତୁ।

publive-image

ଯୋଗାସନ କରିବାର ୨୦ ରୁ ୩୦ ମିନିଟ୍‌ ପରେ ଗାଧାନ୍ତୁ। ଯୋଗାସନ କରିବାର ୨୦ ରୁ ୩୦ ମିନିଟ୍‌ ପରେ ଖାଆନ୍ତୁ।
Courtesy: TOI