ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ଶନିବାର: ଧର୍ମ କର୍ମରେ ରୁଚି ବଢ଼ିବ।

 

ବୃଷ: ରବିବାର: ରାଜନୀତିରେ ସଫଳତା ମିଳିବ। ସୋମ, ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶନିବାର: ଭାବପ୍ରବଣ ରହିବେ।

 

ମିଥୁନ: ରବିବାର: ସୁଖଦ ସମାଚାର ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ଅଚାନକ ଧନଲାଭ ହେବ। ଶନିବାର: ପ୍ରେମ ସମ୍ବନ୍ଧ ଭଲ ରହିବ।

 

କର୍କଟ:ରବିବାର: ଧନପ୍ରାପ୍ତି ହେବ। ସୋମ, ମଙ୍ଗଳ ଓ ବୁଧବାର: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ଗୁରୁ ଓ ଶୁକ୍ରବାର: ବ୍ୟକ୍ତିତ୍ଵର ବିକାଶ ହେବ। ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

 


ସିଂହ: ରବିବାର: ନୂଆ କାମ ଆରମ୍ଭ କରିବେ। ସୋମ, ମଙ୍ଗଳ ଓ ବୁଧବାର: ପ୍ରୟାସରେ ସଫଳତା। ଗୁରୁ ଓ ଶୁକ୍ରବାର: ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ଶନିବାର: ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ।

 

କନ୍ୟା: ରବିବାର: କାମରେ ସଫଳତା ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶନିବାର: ଯାତ୍ରା ଲାଭପ୍ରଦ ହେବ।

 

ତୁଳା: ରବିବାର: ଚାକିରି ବୃତ୍ତିରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର: ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ଗୁରୁ ଓ ଶୁକ୍ରବାର: ଘରର ମାହୋଲ ଭଲ ରହିବ। ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।

 

 

ବିଛା: ରବିବାର: ଅନୈତିକ କାର୍ଯ୍ୟରେ ରୁଚି ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ଆମଦାନିର ନୂଆ ସାଧନ ମିଳିବ। ଗୁରୁ ଓ ଶୁକ୍ରବାର: ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶନିବାର: ସୁଖସୁବିଧା ବୃଦ୍ଧି ହେବ।

 

ଧନୁ: ରବିବାର୍‌ ନାମ ଓ ଯଶ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତିର ଦ୍ଵାର ଖୋଲିବ। ଗୁରୁ ଓ ଶୁକ୍ରବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ଶନିବାର: ପରିଶ୍ରମ ଅଧିକ କରନ୍ତୁ ସଫଳତା ମିଳିବ।

 


ମକର: ରବିବାର: ଧନଲାଭର ନୂଆ ସୁଯୋଗ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଧର୍ମକର୍ମରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: କୌଣସି ନୂଆ କାମ ଆରମ୍ଭ କରିବେ। ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ।

 

କୁମ୍ଭ: ରବିବାର: ନୂଆ ଊର୍ଜା ଅନୁଭବ କରିବେ। ସୋମ, ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ। ଗୁରୁ ଓ ଶୁକ୍ରବାର: ସତ୍ୟର ସାଥ୍‌ ଦେବେ। ଶନିବାର: ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

 

ମୀନ:ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ମନ ଚାହୁଥିବା ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ଶନିବାର: ପୂଜାପାଠରେ ସମୟ ବିତିବ।

ସମ୍ବନ୍ଧିତ ଖବର