ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ପାଇଁ ସମୟ ଭଲ। ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

 

ରବିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ସୋମ, ମଙ୍ଗଳ ଓ ବୁଧବାର: ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। ଗୁରୁ ଓ ଶୁକ୍ରବାର: ନୂଆ କାମରେ ରୁଚି ବଢ଼ିବ। ଶନିବାର: କ୍ୟାରିୟରରେ ଉନ୍ନତି ହେବ।

 

ରବିବାର: ଭାବିଥିବା କାମ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ।

 

ରବିବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ସୋମ, ମଙ୍ଗଳ ଓ ବୁଧବାର: କାର୍ଯ୍ୟ ବୃଦ୍ଧି ଲାଗି ସୁଅବସର ମିଳିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଶନିବାର: କିଛି କାମରେ ପ୍ରଗତି କରିବେ।

 


ରବିବାର: ଆୟର ସ୍ରୋତ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଗୁରୁ ଓ ଶୁକ୍ରବାର: ଆପଣ ଯାହା ଚାହିଁଥିଲେ ତାହା ଆପଣଙ୍କୁ ମିଳିବ। ଶନିବାର: ବ୍ୟବସାୟରେ ଭଲ ଲାଭ ହେବ।

 

ରବିବାର: ନୂଆ କାମ ଶୁଭାରମ୍ଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ପାରିବାରିକ ଅଶାନ୍ତିକୁ ଖୋଦ ଦୂର କରିବେ। ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ଲାଗି ଭଲ ସୁଯୋଗ ମିଳିବ। ଶନିବାର: ବିବାହିତ ବାହାରକୁ ବୁଲି ଯିବେ।

 

ରବିବାର: ମିତ୍ରଙ୍କର ପୂରା ସହଯୋଗ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ଗୁରୁ ଓ ଶୁକ୍ରବାର: ବାହନ କିଣିବା ଲାଗି ମନ ବଳିବ। ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।

 

 

ରବିବାର: ପ୍ରୟାସରେ ସଫଳତା ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଭାବିଚିନ୍ତି କାମ କରନ୍ତୁ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: ଅଧୁରା କାମ ପୂରା ହେବ।

 

ରବିବାର: ଆର୍ଥିକ ମାମଲାରେ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଫାଇଦା ହେବ। ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

 


ରବିବାର: ଆର୍ଥିକ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ ଆୟୋଜନରେ ସହଯୋଗିତା କରିବେ। ଶନିବାର: ଚାକିରିରେ ସଫଳତା ମିଳିବ।

 

ରବିବାର: ବୁଲାବୁଲିରେ ଅଧିକ ସମୟ କଟିବ। ସୋମ, ମଙ୍ଗଳ ଓ ବୁଧବାର: ସଉଦାରେ ଆଶାଠୁଁ ଅଧିକ ଲାଭ ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ଜୀବନ ଆନନ୍ଦମୟ ରହିବ। ଶନିବାର: ପରିଶ୍ରମର ସୁଫଳ ପାଇବେ।

 

ରବିବାର: କିଛି ନୂଆ କାମ କରିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶନିବାର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ।

ସମ୍ବନ୍ଧିତ ଖବର